ETV Bharat / bharat

ସିଆରପିଏଫ କ୍ୟାମ୍ପରେ ଗ୍ରେନେଡ ମାଡ, ଯବାନ ଆହତ - pulwama

ପୁଲୱାମାର ତ୍ରାଲ ଅଞ୍ଚଳରେ ସିଆରପିଏଫ କ୍ୟାମ୍ପକୁ ଟାର୍ଗେଟ କରି ଗ୍ରେନେଡ ମାଡ କରାଯାଇଛି । ଘଟଣାରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Apr 17, 2019, 9:42 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ପୁଲୱାମାର ତ୍ରାଲ ଅଞ୍ଚଳରେ ସିଆରପିଏଫ କ୍ୟାମ୍ପକୁ ଟାର୍ଗେଟ କରି ଗ୍ରେନେଡ ମାଡ କରାଯାଇଛି । ଘଟଣାରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ସେପଟେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ଥିବା ସୂଚନା ମିଳିଛି ।

  • Jammu & Kashmir: Terrorists hurled a grenade at CRPF camp at Nowdal, Tral in Pulwama district, today. One CRPF personal injured; More details awaited

    — ANI (@ANI) April 17, 2019 " class="align-text-top noRightClick twitterSection" data=" ">

ଆହତ ଯବାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀ ସମ୍ପୁର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦି କରିବା ସହ ଆତଙ୍କବାଦୀଙ୍କୁ କାବୁ କରିବାକୁ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

Intro:Body:

ରାତି ପାହିଲେ ବଲାଙ୍ଗୀରରେ ପଡିବ ଭୋଟ, ପ୍ରସ୍ତୁତି ଶେଷ

ବଲାଙ୍ଗୀର: ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାରେ ହେବ ଭୋଟ ଗ୍ରହଣ । ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନ ସବୁ ପ୍ରସ୍ତୁତି ଶେଷ କରିଛି। ବଲାଙ୍ଗୀର ଜିଲ୍ଲାରେ ପାଞ୍ଚଟି ବିଧାନସଭା ମଣ୍ଡଳୀ ଓ ବଲାଙ୍ଗୀର ଲୋକସଭା ଆସନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ । ତେବେ ଏଥିପାଇଁ ମୋଟ ୧ ହଜାର ୫୪୭ଟି ବୁଥରେ ଭୋଟ ଗ୍ରହଣ ହେବ । 

ମୋଟ ୯ ହଜାର ୨୮୬ ଜଣ ପୋଲିଂ କର୍ମଚାରୀ ନିଯୁକ୍ତ ହେବେ । ସେହିପରି ଏଠାରେ ୧୫ଟି ଆଦର୍ଶ ଭୋଟ କେନ୍ଦ୍ର ସହ ମହିଳାଙ୍କ ପାଇଁ ପାଞ୍ଚଟି ପିଙ୍କ୍ ଭୋଟ କେନ୍ଦ୍ର ମଧ୍ୟ କରାଯାଇଛି । ତେବେ ପାଟଣାଗଡ ଓ କଣ୍ଟାବାଞ୍ଜି ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ସେଠାରେ ସକାଳ 7ଟାରୁ ସନ୍ଧ୍ୟା 4ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ।

ସେହିପରି ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ସେହିପରି ସବୁ ୧୯୬ଟି ସମ୍ବେଦନଶୀଳ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୋଟ ପାଇଁ ସବୁ ପୋଲିଂ ପାର୍ଟି ନିଜର ସାମଗ୍ରୀ ନେଇ ସବୁ ବୁଥରେ ପହଞ୍ଚିଯାଇଥିବା କହିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ । 

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.