ETV Bharat / bharat

ଝିଣ୍ଟିକା ଉଜାଡୁଛନ୍ତି କ୍ଷେତ, ଚିନ୍ତାରେ ଚାଷୀ

author img

By

Published : Jan 18, 2020, 3:21 PM IST

ଝିଣ୍ଟିକାଙ୍କ କବଜାରେ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲା। ଏହି ଜିଲ୍ଲାର ପାଖାପାଖି 100ରୁ ଊର୍ଦ୍ଧ୍ୱ ଗାଁ ସହ 6ଟି ତହସିଲରେ ଝିଣ୍ଟିକା ଫସଲ ନଷ୍ଟ କରିସାରିଲେଣି। ଝିଣ୍ଟିକାଙ୍କ ଏଭଳି ଉତ୍ପାତ ପାଇଁ ଚାଷୀକୂଳ ଏବେ ଚିନ୍ତାରେ। ଅଧିକ ଖବର ପଢନ୍ତୁ...

Grasshopper attack
ଝିଣ୍ଟିକା ଉଜାଡୁଛନ୍ତି କ୍ଷେତ,ଚିନ୍ତାରେ ଚାଷୀ

ଜୟପୁର: ଝିଣ୍ଟିକାଙ୍କ କବଜାରେ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲା। ଏହି ଜିଲ୍ଲାର ପାଖାପାଖି 100ରୁ ଊର୍ଦ୍ଧ୍ୱ ଗାଁ ସହ 6ଟି ତହସିଲରେ ଝିଣ୍ଟିକା ଫସଲ ନଷ୍ଟ କରିସାରିଲେଣି। ସେହିପରି ଶୁକ୍ରବାର ଶ୍ରୀକାପୁର, କେଶରୀ, ସିଂପୁର ଓ ପଦ୍ମପୁର ଅଞ୍ଚଳରେ ଝିଣ୍ଟିକା ପ୍ରବେଶ କରିବା ସହ ଚାଷୀଙ୍କ ଚିନ୍ତା ବଢାଇଦେଇଛି।

ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାର 6ଟି ତହସିଲ ଅନୁପାଗର, ରାଇଜିଙ୍ଗନଗର, ଶ୍ରୀକରଣପୁର, ପଦ୍ମପୁର କ୍ଷତିଗ୍ରସ୍ତ ହୋଇଛି। ଝିଣ୍ଟିକାଙ୍କୁ ନିୟନ୍ତ୍ରଣ କରିବାକୁ ସରକାର ବି ନାକେଦମ ହୋଇଗଲେଣି। ଏହି ଝିଣ୍ଟିକା ବଡବଡ ଗଛ,ବଣ ବୁଦା,କେନାଲ ସହ କ୍ଷେତରେ ଫସଲ ନଷ୍ଟ କରୁଛନ୍ତି। ଏପରିକି ଝିଣ୍ଟିକା ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବାବେଳେ କ୍ଷେତରେ ଅଣ୍ଡା ଛାଡି ଚାଲିଯାଉଛନ୍ତି। ଯାହାଫଳରେ କିଛିଦିନ ଭିତରେ ଛୁଆ ଫୁଟିବାର ଆଶଙ୍କା ଦେଖାଦେଉଛି।

ଝିଣ୍ଟିକା ଉଜାଡୁଛନ୍ତି କ୍ଷେତ,ଚିନ୍ତାରେ ଚାଷୀ

ଚାଷୀଙ୍କ ସ୍ଥିତିର ତଦନ୍ତପାଇଁ କୃଷିବିଭାଗର ମୁଖ୍ୟ ଶ୍ରୀଗଙ୍ଗାନଗରର ସମସ୍ତ ଗାଁ ପରିଦର୍ଶନରେ ପହଞ୍ଚିଥିଲେ। କୃଷକ ଝିଣ୍ଟିକା ମାରିବା ପାଇଁ ବିଭିନ୍ନ ରାସାୟନିକ ପଦାର୍ଥର ପ୍ରୟୋଗ ଟ୍ରାକ୍ଟର ଦ୍ବାରା କ୍ଷେତରେ କରୁଛନ୍ତି। ଏପରିକି ହେଲିକ୍ୟାପ୍ଟର ମାଧ୍ୟମରେ କରାଯାଉଥିବା ଚାଷୀ କହିଛନ୍ତି।

ଚାଷୀଙ୍କ ଅଭିଯୋଗ ଅନୁସାରେ ସରକାର ଚେତିଲେ ଚାଷକ୍ଷେତକୁ ଝିଣ୍ଟିକା କବଳରୁ ରକ୍ଷା କରାଯାଇପାରନ୍ତା। ଆଗାମୀ ଦିନରେ ଯଦି ଝିଣ୍ଟିକାର ପ୍ରତିହତ ପାଇଁ ସରକାର କୌଣସି ପଦକ୍ଷେପ ନନିଅନ୍ତି କଳାପଟି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ଚାଷୀ।

Intro:श्रीगंगानगर : पिछले 10 दिनों से चल रहे टीडी दल के प्रकोप पर काबू पाना मुश्किल हो रहा है।जिले में टीडडी दल के हमले की चपेट में 6 तहसीलों के 100 से ज्यादा गांव की फसलें आ चुकी है। शुक्रवार को श्रीकरणपुर,केसरीसिंहपुर और पदमपुर क्षेत्र में भी टीडी आने से किसान संशय में रहे। जिले के अन्य हिस्सों के बाद पदमपुर और केसरीसिंहपुर क्षेत्र भी बड़ा टीडी दल आने से किसानों की चिंता बढ़ने लगी है। फिलहाल टीडी से जिले की 6 तहसीलों घड़साना,अनूपगढ़,रायसिंहनगर,श्रीकरणपुर,पदमपुर के अलावा श्रीगंगानगर तहसील के कुछ गांव भी इसकी चपेट में आ चुके हैं।टीडी नियंत्रण में सरकारी संसाधन कम पड़ने लगे हैं। शुक्रवार को श्रीकरणपुर क्षेत्र में लगभग 30 से 40 किलोमीटर दायरे में फैला टीडी दल आया। इससे किसानों में एक बार हड़कंप की स्थिति बन गई।

Body:टीडी दल गांव में किसानों की फसलों के अलावा खेतों में पेड़ों और नहर किनारे खड़ी झाड़ियों पर मंडराने लगा है। आशंका जताई जा रही है कि टीडिया रात भर ठहराव के बाद यहां फसलों को खाने के बाद अंडे देकर आगे बढ़ जाएगी। इसके कुछ दिनों बाद फिर इनके बच्चों का प्रकोप शुरू होने की आशंका भी जताई जा रही है। हालांकि ग्रामीणों की सूचना पर कृषि विभाग का अमला भी गांव में पहुंचा। किसानों ने भी ट्रैक्टर चलित स्प्रे पंप से कीटनाशक दवाओं का छिड़काव कर टीडडीया मारने की कोशिश की। उधर किसानों ने सरकार पर गंभीर आरोप लगाते हुए कहा है कि टीडी मारने के लिए अगर सरकार गंभीर होती तो अब तक टीडडीयो को कंट्रोल करके किसानों को राहत दी जा सकती थी। लेकिन सरकार किसानों के प्रति गंभीर नहीं है। किसानों ने कहा कि हेलीकॉप्टर के द्वारा टीडियो पर स्प्रे करके उन्हें नष्ट किया जा सकता है। ऐसे में सरकार ने अगर 26 जनवरी तक टीडी मारने के लिए कोई ठोस कदम नहीं उठाया तो किसान 26 जनवरी को काली पट्टी बांधकर विरोध करेंगे।

बाईट : सुभाष सहगल,किसान नेता।
बाईट : अजित सिंह,किसान।

केसरीसिंहपुर,पदमपुर और रायसिंहनगर क्षेत्र के गांव में टीडी दल आने के बाद किसानों में हड़कंप की स्थिति बन गई। पंचायत चुनाव में व्यस्त ग्रामीण चुनावी चर्चाओं को बीच में ही छोड़कर खेतों में पहुंच गए। किसानों ने पीपे,थालियां,डिब्बे,पटाखे आदि बजाकर टीडिया उड़ाने की कोशिश की। फकीरवाली और आसपास के कई गांवों में घरों में टीडीया दिखाई दी। कई जगह धूआं कर उड़ाने का प्रयास किया।

Conclusion:तेजी से फ़ेल रही है टीडडीया।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.