ETV Bharat / bharat

ସିବିଆଇ ଅତିରକ୍ତ ନିର୍ଦ୍ଦେଶକ ନାଗେଶ୍ବରଙ୍କ ବଦଳି

author img

By

Published : Jul 6, 2019, 6:21 AM IST

ସିବିଆଇ ଅତିରକ୍ତ ନିର୍ଦ୍ଦେଶକ ପଦରୁ ହଟିଲେ ଏମ ନାଗେଶ୍ବର ରାଓ । ତାଙ୍କୁ ଅଗ୍ନିଶମ ବିଭାଗ ଡି଼ଜି ଭାବେ ବଦଳି କରାଯାଇଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ସିବିଆଇ ଅତିରକ୍ତ ନିର୍ଦ୍ଦେଶକ ପଦରୁ ହଟିଲେ ଏମ ନାଗେଶ୍ବର ରାଓ । ସେ ପୂର୍ବରୁ ଓଡିଶାର ଆଇପିଏସ ଅଫିସର ଥିଲେ । ତାଙ୍କୁ ଅଗ୍ନିଶମ ବିଭାଗ ଡି଼ଜି ଭାବେ ବଦଳି କରାଯାଇଛି । ଗତ ଅକ୍ଟୋବର 2018 ରେ ସିବିଆଇ ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ ନାଗେଶ୍ବର ରାଓ ।

ସରକାରୀ ନିୟମ ହିସାବରେ ନାଗେଶ୍ବର ରାଓ 2020 ଜୁଲାଇ ପର୍ଯ୍ୟନ୍ତ ନିଜ ପଦବୀର ଦାୟିତ୍ବ ତୁଲାଇବାକୁ ହେବ । ଗୃହ ମନ୍ତ୍ରଣାଳୟର ସୁପାରିସ ଅନୁଯାୟୀ 1986 ବ୍ୟାଚ ଓଡିଶା କ୍ୟାଡର ଆଇପିଏସ ଶ୍ରୀ ରାଓ ଜୁଲାଇ 2020 ପର୍ଯ୍ୟନ୍ତ ଅଗ୍ନିଶମ ଡିଜି ଭାବେ ଦାୟିତ୍ବ ତୁଲାଇବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.