ETV Bharat / bharat

ମେଡ୍-ଇନ୍-ଇଣ୍ଡିଆ ଭେଣ୍ଟିଲେଟର ରପ୍ତାନିକୁ ସରକାରଙ୍କ ଅନୁମତି

author img

By

Published : Aug 2, 2020, 1:09 PM IST

କୋରୋନା ରୋଗୀଙ୍କ ମୃତ୍ୟୁ ହାରରେ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିବାରୁ ମେଡ୍-ଇନ୍-ଇଣ୍ଡିଆ ଭେଣ୍ଟିଲେଟର ରପ୍ତାନି କରିବାକୁ ସରକାର ନିଷ୍ପତି ନେଇଛନ୍ତି, ଯାହା ବର୍ତ୍ତମାନ 2.15 ପ୍ରତିଶତ ରହିଛି । ଅଧିକ ପଢନ୍ତୁ...

ମେଡ୍-ଇନ୍-ଇଣ୍ଡିଆ ଭେଣ୍ଟିଲେଟର ରପ୍ତାନିକୁ ସରକାରଙ୍କ ଅନୁମତି
ମେଡ୍-ଇନ୍-ଇଣ୍ଡିଆ ଭେଣ୍ଟିଲେଟର ରପ୍ତାନିକୁ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ: ସାରା ବିଶ୍ବରେ କାୟା ବିସ୍ତାର କରିବାରେ ଲାଗିଛି ଏହି ମହାମାରୀ କୋରୋନା । କିନ୍ତୁ ଏବେ କୋରୋନା ରୋଗୀଙ୍କ ମୃତ୍ୟୁ ହାରରେ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିବାରୁ ମେଡ୍-ଇନ୍-ଇଣ୍ଡିଆ ଭେଣ୍ଟିଲେଟର ରପ୍ତାନି କରିବାକୁ ସରକାର ନିଷ୍ପତି ନେଇଛନ୍ତି, ଯାହା ବର୍ତ୍ତମାନ 2.15 ପ୍ରତିଶତ ରହିଛି । ଭାରତରେ କମ୍ ସଂଖ୍ୟକ ସକ୍ରିୟ ମାମଲା ଭେଣ୍ଟିଲେଟରରେ ଅଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ଏହା ସହିତ, ଭେଣ୍ଟିଲେଟରର ଘରୋଇ ଉତ୍ପାଦନ କ୍ଷମତାରେ ଯଥେଷ୍ଟ ଅଭିବୃଦ୍ଧି ଘଟିଛି । ବର୍ତ୍ତମାନ, ଭେଣ୍ଟିଲେଟର ପାଇଁ 20 ରୁ ଅଧିକ ଘରୋଇ ଉତ୍ପାଦକ ଅଛନ୍ତି । COVID-19 ଉପରେ ଜିଓଏମ୍ ମେଡ୍-ଇନ୍-ଇଣ୍ଡିଆ ଭେଣ୍ଟିଲେଟର ରପ୍ତାନି ପାଇଁ ମନ୍ତ୍ରଣାଳୟର ପ୍ରସ୍ତାବକୁ ବିଚାର କରି ସହମତ ଜଣାଇଛନ୍ତି ।

COVID-19ର ମୁକାବିଲା କରିବା ପାଇଁ ଭେଣ୍ଟିଲେଟର ରପ୍ତାନି ଉପରେ ପ୍ରତିବନ୍ଧକ ଚଳିତ ବର୍ଷ ମାର୍ଚ୍ଚରେ ଲାଗୁ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.