ETV Bharat / bharat

ରାଜ୍ୟପାଳ କଲେ ବବା କେଦାରନାଥଙ୍କ ଦର୍ଶନ - ରାଜ୍ୟପାଳ

ରାଜ୍ୟପାଳ ଗୁରୁବାର ଦିନ ସକାଳ 9ଟା50 ମିନିଟରେ କେଦାରଘାଟିରେ ଥିବା ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରୁ ପଦଯାତ୍ରା କରି 10ଟା10ମିନିଟ୍‌ରେ ମନ୍ଦିରରେ ପହଞ୍ଚିଥିଲେ । ପୂଜାର୍ଚ୍ଚନା କରିବା ସହ ମନ୍ଦିର ପରିକ୍ରମା ମଧ୍ୟ କରିଛନ୍ତି ।

ଫଟୋ ସୌଜନ୍ଯ: ଇଟିଭି ବ୍ୟୁରୋ
author img

By

Published : May 9, 2019, 11:11 PM IST

ଡେରାଡୁନ୍‌: 6 ମାସ ପରେ ବାବା କେଦାରନାଥଙ୍କ କବାଟ ଆଜି (ଗୁରୁବାର) ଖୋଲାଯାଇଛି । ପ୍ରାତଃ 5.35 ମିନିଟ୍‌ରେ ରୀତିନୀତି ଅନୁସାରେ କଦେରାନାଥ ଧାମର କବାଟ ଖୋଲାଯାଇଥିଲା । ପ୍ରଥମ ଦିନରେ ହିଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ତେବେ ଉତ୍ତରାଖଣ୍ଡର ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ କେଦାରଘାଟିରେ ପହଞ୍ଚି ବାବାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।

ରାଜ୍ୟପାଳ ଗୁରୁବାର ଦିନ ସକାଳ 9ଟା50 ମିନିଟରେ କେଦାରଘାଟିରେ ଥିବା ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରୁ ପଦଯାତ୍ରା କରି 10ଟା10ମିନିଟ୍‌ରେ ମନ୍ଦିରରେ ପହଞ୍ଚିଥିଲେ । ଏଥିସହ ଚାରିଧାମର ତୀର୍ଥଯାତ୍ରୀଙ୍କ ପାଇଁ ନିୟୋଜିତ ଥିବା ଡାକ୍ତରୀଦଳର ପ୍ରଶଂସା କରିଥିଲେ । ଏଥିସହ ସେମାନଙ୍କୁ ଶୁଭେଚ୍ଛା ଜଣାଇ ଥିଲେ ।

Intro:Body:

ddh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.