ETV Bharat / bharat

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ: ଗୃହ ମନ୍ତ୍ରଣାଳୟର ବଡ ପଦକ୍ଷେପ

author img

By

Published : Jan 2, 2020, 10:29 PM IST

ଅଯୋଧ୍ୟାରେ ରାମ ମନ୍ଦିର ପାଇଁ କେନ୍ଦ୍ର ସରକାର ରାମ ମନ୍ଦିର ନିର୍ମାଣ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କ୍ରିୟାଶୀଳତା ଓ ବିଭିନ୍ନ ଦିଗକୁ ତଦାରଖ କରିବା ପାଇଁ ଏକ ସ୍ବତନ୍ତ୍ର ଡେକ୍ସ ଗଠନ କରିଛନ୍ତି । ଅଧିକ ପଢନ୍ତୁ...

ayodhya matters
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ଣ୍ଣୟ ଦିଗରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । କେନ୍ଦ୍ର ସରକାର ରାମ ମନ୍ଦିର ନିର୍ମାଣ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କ୍ରିୟାଶୀଳତା ଓ ବିଭିନ୍ନ ଦିଗକୁ ତଦାରଖ କରିବା ପାଇଁ ଏକ ସ୍ବତନ୍ତ୍ର ଡେକ୍ସ ଗଠନ କରିଛନ୍ତି ।

ଏହି ନବଗଠିତ ଡେକ୍ସ ଅତିରିକ୍ତ ସଚିବ ଜ୍ଞାନେଶ କୁମାରଙ୍କ ନେତୃତ୍ବରେ ଏକ ଟିମ ସର୍ବୋଚ୍ଚ ନ୍ୟାୟାଳୟର ସମସ୍ତ ମାମଲାର ଦେଖାଶୁଣା କରିବ । ଏକ ଅଧିକାରିକ ଆଦେଶରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ଅଯୋଧ୍ୟା ମାମଲାରେ ଓ ଏହାସହ ସମ୍ବନ୍ଧିତ କୋର୍ଟ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ତିନି ଅଧିକାରୀ ଦାୟିତ୍ବ ବହନ କରିବେ ।

ଉଚ୍ଚତମ ନ୍ୟାୟାଳୟ ନଭେମ୍ବର 9 ତାରିଖ ନିଷ୍ପତ୍ତିକୁ ପରେ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି । ସୁପ୍ରିମକୋର୍ଟର ନିଷ୍ପତ୍ତି ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପଥ ପରିଷ୍କାର ହୋଇଥିଲା ।

ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସୁନ୍ନି ୱାକଫ ବୋର୍ଡକୁ 5 ଏକର ଜମି ପ୍ରଦାନ କରିବା ସହ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ଦେଇଥିଲେ। ଏବେ ଏସମସ୍ତ ମାମଲାକୁ ଜ୍ଞାନେଶ କୁମାରଙ୍କ ପରିଚାଳିତ ତିନି ଜଣିଆ କମିଟି କରିବ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.