ETV Bharat / bharat

ମମତା ସରକାର ଧାରା 356 ପାଇଁ ସମସ୍ତ ମାପଦଣ୍ଡ ପୂରଣ କରୁଛନ୍ତି: କେନ୍ଦ୍ରମନ୍ତ୍ରୀ

author img

By

Published : Oct 10, 2020, 9:34 PM IST

Updated : Oct 11, 2020, 6:33 AM IST

କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ପଶ୍ଚିମବଙ୍ଗ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ମାପଦଣ୍ଡ ପୂରଣ କରୁଛନ୍ତି ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ମମତା ସରକାର ଧାରା 356 ପାଇଁ ସମସ୍ତ ମାପଦଣ୍ଡ ପୂରଣ କରୁଛନ୍ତି : କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ

କୋଲକତା: ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ପଶ୍ଚିମବଙ୍ଗ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ମାପଦଣ୍ଡ ପୂରଣ କରୁଛନ୍ତି ବୋଲି କହିଛନ୍ତି ।

ମମତା ସରକାର ଧାରା 356 ପାଇଁ ସମସ୍ତ ମାପଦଣ୍ଡ ପୂରଣ କରୁଛନ୍ତି: କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଜ୍ୟମନ୍ତ୍ରୀ ବାବୁଲ ସୁପ୍ରିୟୋ ମମତା ବାନାର୍ଜୀଙ୍କ ତୃଣମୂଳ ସରକାରକୁ ସମାଲୋଚନା କରିଛନ୍ତି । ରାଜ୍ୟରେ ଶାସନରେ ବ୍ୟାପକ ଭାବରେ ଗୁଣ୍ଡାରାଜ ପରସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ନେଇ ପଶ୍ଚିମବଙ୍ଗକୁ ଏକ ଆତଙ୍କବାଦୀ କେନ୍ଦ୍ରରେ ପରିଣତ କରିଛନ୍ତି ବୋଲି କହିଛନ୍ତି । ମମତା ଦିଦିଙ୍କ ସରକାର ରାଷ୍ଟ୍ରପତି ଶାସନ ପାଇଁ ସମସ୍ତ ମାପଦଣ୍ଡ ପୂରଣ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ କହିଛନ୍ତି । ରାଜ୍ୟରେ ଧାରା 356 ଲାଗୁ କରିବା ପାଇଁ ପରିସ୍ଥିତି ସୃଷ୍ଟି କରିଛନ୍ତି । ଗତି କିଛି ଦିନରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସାରେ ଉଭୟ ଦଳର ନେତା ଓ କର୍ମୀଙ୍କ ହତ୍ୟା କରାଯାଉଛି । ଯାହାକୁ ନେଇ ପଶ୍ଚିମବଙ୍ଗରେ ରାଜନୀତିରେ ବିଜେପି ଓ ତୃଣମୂଳ କଂଗ୍ରେସର ଜୋରଦାର ଆକ୍ଷେପ ପ୍ରତି ଆକ୍ରମଣ ଲାଗିରହିଛି ।

ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚା ପକ୍ଷରୁ ବିରାଟ ଆନ୍ଦୋଳନ କରାଯାଇଥିଲା । ସେତେବେଳ ତୃଣମୂଳ ସରକାର ପ୍ରବଳ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବ୍ୟାପକ ହିଂସା ସୃଷ୍ଟି ହୋଇଛି । ଶନିବାର କଂଗ୍ରେସ ପକ୍ଷରୁ ମମତା ସରକାରଙ୍କୁ ବେକାରୀ ସମସ୍ୟା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆନ୍ଦୋଳନ କରାଯାଇଛି ।

@ANI

Last Updated : Oct 11, 2020, 6:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.