ETV Bharat / bharat

ଲକଡାଉନ ଟିପ୍ସ: ଖାଲି ବସନ୍ତୁନି, ପରିବାର ସହ ମିଶନ୍ତୁ

author img

By

Published : Apr 5, 2020, 7:16 AM IST

ବର୍ତ୍ତମାନ ଆପଣଙ୍କ ପାଖରେ ଅସୀମିତ ସମୟ ରହିଛି ଯାହାର ସଠିକ ଉପଯୋଗ କରିପାରିବେ । କାରଣ ଥରେ ଏହି ପରିସ୍ଥିତି ବଦଳିଗଲେ ଆଗକୁ ଆପଣଙ୍କୁ ଏହି ସମୟ ଆଉ ମିଳିବ ନାହିଁ ।

ଲକଡାଉନ ଟିପ୍ସ: ଖାଲି ବସନ୍ତୁନି, ପରିବାର ସହ ମିଶନ୍ତୁ
ଲକଡାଉନ ଟିପ୍ସ: ଖାଲି ବସନ୍ତୁନି, ପରିବାର ସହ ମିଶନ୍ତୁ

ହାଇଦ୍ରାବାଦ: ଲକଡାଉନରେ ସମୟକୁ କରନ୍ତୁ ଉପଯୋଗ । ଘରେ ବସି ବସି ବୋରିଂ ହେବା ଅପେକ୍ଷା ପରିବାରକୁ ସମୟ ଦିଅନ୍ତୁ । କାରଣ ସମୟ ଥରେ ଚାଲିଗଲେ ଆଉ ଫେରିବନି ।

ବର୍ତ୍ତମାନ ଆପଣଙ୍କ ପାଖରେ ଅସୀମିତ ସମୟ ରହିଛି ଯାହାର ସଠିକ ଉପଯୋଗ କରିପାରିବେ । କାରଣ ଥରେ ଏହି ପରିସ୍ଥିତି ବଦଳିଗଲେ ଆଗକୁ ଆପଣଙ୍କୁ ଏହି ସମୟ ଆଉ ମିଳିବ ନାହିଁ । ପୁଣିଥରେ ଆପଣ ଆଗ ଭଳି ବ୍ୟସ୍ତ ହୋଇଯିବେ । କାମ ଚାପରେ ଆପଣ ନିଜ ଶରୀର ଓ ପରିବାର ପ୍ରତି ସମୟ ଦେଇପାରିନଥିବେ । ଏବେ ସମୟ ଆସିଛି ଘରେ ରହି ଉଭୟ ଦିଗ ପ୍ରତି ଧ୍ୟାନ ଦେଇପାରିବେ ।

ଏହି ସମୟରେ ଆପଣ ନିଜ ପରିବାରକୁ ସମୟ ଦିଅନ୍ତୁ । ସେମାନଙ୍କଠାରୁ ଦୂରରେ ରହି ଆପଣ ଅନେକ କିଛି ହରାଇଛନ୍ତି । ପରିବାର ଲୋକେ ମଧ୍ୟ ଆପଣଙ୍କ ସହ ମୂଲ୍ୟବାନ ସମୟ କାଟିବାରୁ ବଞ୍ଚିତ ହୋଇଛନ୍ତି । ଯାହାକୁ ଏବେ ପୂରଣ କରିବାର ସମୟ ଆସିଯାଇଛି । ଏହି 21 ଦିନ ନିଜକୁ ପରିବାର ପାଇଁ ସମର୍ପଣ କରିଦିଅନ୍ତୁ । ନିଜ ସ୍ତ୍ରୀ ଓ ମାଆଙ୍କୁ କାମରେ ସାହାଯ୍ୟ କରନ୍ତୁ । ଘର ସଫା କରିବା ସହ ଘରକୁ ଏକ ନୂଆ ରୂପ ଦିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.