ETV Bharat / bharat

ଆଇସିୟୁରେ ଯୁବତୀଙ୍କୁ ଦୁଷ୍କର୍ମ - crime news

ଆଇସିୟୁରେ ଯୁବତୀଙ୍କୁ ଦୁଷ୍କର୍ମ । ୱାର୍ଡ ବୟ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ...

girl allegedly raped in private hospitals icu in bilaspur-complaint-filed
ପ୍ରତିକାତ୍ମକ ଫଟୋ
author img

By

Published : May 25, 2020, 1:06 AM IST

ରାୟପୁର: ହସ୍ପିଟାଲର ଆଇସିୟୁରେ ଯୁବତୀଙ୍କୁ ଦୁଷ୍କର୍ମ । ଛତିଶଗଡ ବିଳାସପୁରରେ ଘଟିଛି ଏଭଳି ଲଜ୍ୟା ଘଟଣା । ହସ୍ପିଟାଲର ୱାର୍ଡ ବୟ ଏଭଳି କାଣ୍ଡ କରିଥିବା ଯୁବତୀ ଜଣକ ଚିଠି ମାଧ୍ୟମରେ ପରିବାର ଲୋକଙ୍କୁ ଜଣାଇଛନ୍ତି ।

ପୀଡିତାଙ୍କ ପିତା ସିଭିଲ ଲାଇନ ଥାନାରେ ଅଭିଯୋଗ କରିଥିଲେ । ପିତାଙ୍କ ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଇସିୟୁରେ ଲାଗିଥିବା ସିସିଟିଭ ଫୁଟେଜ ଯାଞ୍ଚ କରିବା ପରେ ତଥ୍ୟ ମିଳିବା ନେଇ କହିଛି ପୋଲିସ । ଆଇପିସି ଧାରା 376 ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.