ETV Bharat / bharat

ମୋଦି ହେଉଛନ୍ତି ମହମ୍ମଦ ବିନ ତୁଗଲକ: ଗୁଲାମ ନବୀ ଆଜାଦ - ମୋଦି

କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଦ୍ୱାରା ଆର୍ଥିକ କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତିକୁ ମହମ୍ମଦ ବିନ ତୁଗଲକଙ୍କ ସହ ତୁଳନା କରିଛନ୍ତି । ନୋଟବନ୍ଦୀ ଓ ଜିଏସଟି ଯୋଗୁଁ ଅର୍ଥବ୍ୟବସ୍ଥା ତଥା ଲଘୁ ଓ ମଧ୍ୟମ ଉଦ୍ୟୋଗ ପ୍ରଭାବିତ ହୋଇଥିବା ସେ କହିଛନ୍ତି।

ଫାଇଲ ଫଟୋ
author img

By

Published : May 16, 2019, 11:32 PM IST

ସିମଲା: କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତିକୁ 14 ଦଶକରେ ଦିଲ୍ଲୀର ଶାସନ କ୍ଷମତାରେ ଥିବା ବିବାଦୀୟ ଶାସକ ମହମ୍ମଦ ବିନ ତୁଗଲକଙ୍କ ସହ ତୁଳନା କରିଛନ୍ତି।

ତୁଗଲକଙ୍କ ଶାସନକାଳରେ କଂସା ଓ ତମ୍ବା ମୁଦ୍ରା ଲାଗୁ କଲା ଭଳି ମୋଦି 500 ଟଙ୍କା ଓ 1000 ଟଙ୍କା ନୂଆ ନୋଟ ବଦଳାଇଥିବା ଆଜାଦ କହିଛନ୍ତି। ନୋଟବନ୍ଦି ଓ ଜିଏସଟି ଯୋଗୁଁ ଅର୍ଥବ୍ୟବସ୍ଥା, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ଉପରେ ପ୍ରଭାବିତ ହୋଇଛି। ଏହା ଫଳରେ ପ୍ରାୟ ସାଢେ 4କୋଟି ଲୋକ ରୋଜଗାର ହରାଇଥିବା ଆଜାଦ କହିଛନ୍ତି।

ଦେଶରେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଏପରି ମନ୍ତବ୍ୟ ଦେବା ପ୍ରସଙ୍ଗରେ ତାଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି, " ପ୍ରଧାନମନ୍ତ୍ରୀଙ୍କ ତୁଳନା ମୁଁ ତୁଗଲକଙ୍କ ସହ କରିନାହିଁ, ମୋଦି ତୁଗଲକଙ୍କ ଭଳି ବୋଲି କହିଛି। "

Intro:Body:

FGH

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.