ETV Bharat / bharat

ଗାନ୍ଧୀଙ୍କ ହଜାରିବାଗ ଗସ୍ତକୁ ନେଇ ସ୍ବତନ୍ତ୍ର ରିପୋର୍ଟ - gandhi ji given speech in cent calombos Hazaribagh school in

18 ଡିସେମ୍ବର 1925 ଗାନ୍ଧୀଜୀ ମାଣ୍ଡୁ ଦେଇ ହଜାରିବାଗ ଗସ୍ତ କରିଥିଲେ । ସେହି ସମୟରେ ସମାଜରେ ପ୍ରଚଳିତ ଅଶିକ୍ଷିତ, ଛୂଆଁଅଛୁଆଁ, ବିଧବା, ପୁର୍ନଃବିବାହ ଆଦି ଗୁରୁତ୍ବ ପୂର୍ଣ୍ଣ ପ୍ରସଙ୍ଗ ଉପରେ ଓଜସ୍ବୀ ଭାଷଣ ଦେଇଥିଲେ ଗାନ୍ଧୀ । ଏଥିସହ ସେଠାରେ ସରସ୍ବତୀ ଦେବୀ, ତ୍ରିବେଣୀ ପ୍ରସାଦ ଏବଂ ରାମ ନାରାୟଣ ସିହଂଙ୍କ ସହିତ ଅନେକ ସ୍ବାଧୀନତା ସଂଗ୍ରାମୀ ଗାନ୍ଧୀଙ୍କ ସହ ସ୍ବତନ୍ତ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Sep 19, 2019, 7:34 AM IST

ହାଇଦ୍ରାବାଦ: ଝାଡଖଣ୍ଡର ହଜାରିବାଗ ସହର କେବଳ ଯେ ବନ୍ୟଜନ୍ତୁ ଅଭୟାରଣ୍ୟ ପାଇଁ ପରିଚିତ ତାହା ନୁହେଁ, ବରଂ ନିଜର ଐତିହ୍ୟକୁ ନେଇ ଏହି ସହର ବେଶ୍ ପରିଚିତ । 18 ଡିସେମ୍ବର 1925 ଗାନ୍ଧୀଜୀ ସ୍ବତନ୍ତ୍ରତା ଆନ୍ଦୋଳନ ପାଇଁ ହଜାରିବାଗ ଗସ୍ତ କରିଥିଲେ । ସେଠାରେ ପହଞ୍ଚିବା ପରେ ସେଣ୍ଟ କଲୋମ୍ବସ ବିଦ୍ୟାଳୟ ୱେଟଲୀ ହଲରେ ଭାଷଣ ଦେଇଥିଲେ । ସେହି ସମୟରେ ସମାଜରେ ପ୍ରଚଳିତ ଅଶିକ୍ଷିତ, ଛୁଆଁ ଅଛୁଆଁ, ବିଧବା ପୁନଃବିବାହ ଆଦି ଗୁରୁତ୍ବ ପୂର୍ଣ୍ଣ ପ୍ରସଙ୍ଗ ଉପରେ ଓଜସ୍ବୀ ଭାଷଣ ଦେଇଥିଲେ ଗାନ୍ଧୀ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.