ETV Bharat / bharat

କନ୍ଦେଳ ସତ୍ୟାଗ୍ରହ: ବାପୁଙ୍କ ଆଗମନରେ ଲୋକାରଣ୍ୟ ଛତିଶଗଡ - ମହାତ୍ମା ଗାନ୍ଧୀ 1920ରେ କନ୍ଦେଳ  ସତ୍ୟାଗ୍ରହ

ପ୍ରଥମଥର ମହାତ୍ମା ଗାନ୍ଧୀ 1920ରେ କନ୍ଦେଳ ସତ୍ୟାଗ୍ରହରେ ଭାଗ ନେବାକୁ ଛତିଶଗଡ ଆସିଥିଲେ ।  1933ରେ ପୁଣି ଦ୍ବିତୀୟ ଥର ରାଜ୍ୟରେ ପାଦ ରଖିଥିଲେ ବାପୁ । ଏଠାରେ ସେ ହରିଜନ ଦ୍ବାର ଯାତ୍ରା ପାଇଁ ବହୁ ସମୟ ବିତାଇଥିଲେ । ଗାନ୍ଧୀଙ୍କ ଆଗମନରେ ଛତିଶଗଡର ରାୟପୁର ଷ୍ଟେସନ ସ୍ବାଗତ ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା । ଆଜି ବି  ଇତିହାସର ବହୁ ପୃଷ୍ଠା, ବାପୁଙ୍କ ସେହି ସବୁ ଯାତ୍ରାର ମୁହୂର୍ତ୍ତକୁ ବୟାନ କରୁଛି।

ଫାଇଲ ଫଟୋ
author img

By

Published : Sep 14, 2019, 12:32 PM IST

ପ୍ରଥମଥର ମହାତ୍ମା ଗାନ୍ଧୀ 1920ରେ କନ୍ଦେଳ ସତ୍ୟାଗ୍ରହରେ ଭାଗ ନେବାକୁ ଛତିଶଗଡ ଆସିଥିଲେ। 1933 ପୁଣି ଦ୍ବିତୀୟ ଥର ରାଜ୍ୟରେ ପାଦ ରଖିଥିଲେ ବାପୁ । ଏଠାରେ ସେ ହରିଜନଙ୍କ ଦ୍ବାର ଯାତ୍ରା ପାଇଁ ବହୁ ସମୟ ବିତାଇଥିଲେ । ଆଜି ବି ଇତିହାସର ବହୁ ପୃଷ୍ଠା, ବାପୁଙ୍କ ସେହି ସବୁ ଯାତ୍ରାର ସୁବର୍ଣ୍ଣ ମୁହୂର୍ତ୍ତକୁ ବୟାନ କରୁଛି।

Gandhi ji Kandel Satyagraha
ଫାଇଲ ଫଟୋ

ସେଦିନ ଥିଲା 1920 ଡିସେମ୍ବର 20 ତାରିଖ । ଗାନ୍ଧୀଙ୍କ ଆଗମନରେ ଛତିଶଗଡର ରାୟପୁର ଷ୍ଟେସନ ସ୍ବାଗତ ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା । ମହାତ୍ମାଙ୍କ ଗୋଟିଏ ଝଲକ ପାଇଁ ଷ୍ଟେସନରେ ଜନସମୁଦ୍ର ସୃଷ୍ଟି ହୋଇଯାଇଥିଲା। ସେ ଦିନ ସନ୍ଧ୍ୟାରେ ବାପୁ ରାଜପୁରର ଏକ ମଇଦାନରେ ନିଜ ଓଜସ୍ବିନୀ ଭାଷଣ ମାଧ୍ୟମରେ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲା । ଯାହା ଆଜି ବି ଗାନ୍ଧୀ ମଇଦାନ ନାମରେ ପରିଚିତ । ଏହାର ଗୋଟିଏ ଦିନ ପରେ ଗାନ୍ଧୀଜୀ ଧାମତରୀ ପାଇଁ ବାହାରି ଯାଇଥିଲେ।

ଭିଡିଓ ସୌଜନ୍ୟ-ଇଟିଭି ଭାରତ

ଗାନ୍ଧୀଙ୍କ ଯାତ୍ରା ମଧ୍ୟରେ ଛତିଗଡବାସୀ ନିଜ ସାମର୍ଥ୍ୟ ଅନୁଯାୟୀ ତିଲକ ସ୍ବରାଜ ଫଣ୍ଡକୁ ଦାନ ଦେଇଥିଲେ । ଜନତାଙ୍କ ସ୍ବର ପାଲଟିଥିବା ବାପୁ ରାଜ୍ୟର ବହୁ ତୁଙ୍ଗନେତାଙ୍କ ସମ୍ପର୍କରେ ଲଗାତାର ରହି ଅହିଂସାର ବାର୍ତ୍ତା ବାଣ୍ଟୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

Gandhi ji Kandel Satyagraha-PKG_PART 01_UNMIX - September 14

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.