ETV Bharat / bharat

ଆଜି ଲୋକସଭାରେ ଆଗତ ହେବ ଟ୍ରିପଲ ତଲାକ ବିଲ୍

ଚାଲିଛି ଚଳିତ ସରକାରର ପ୍ରଥମ ଅଧିବେଶନ । ଆଉ ଶୁକ୍ରବାର ଲୋକସଭାରେ ଆଗତ ହେବ ଟ୍ରିପଲ ତଲାକ ବିଲ୍ । ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଲ୍ ଆଗତ କରିବେ ।

ଫାଇଲ ଫଟୋ
author img

By

Published : Jun 21, 2019, 8:52 AM IST

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆସିବ ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ ବିଲ । ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଲକୁ ଆଗତ କରିବେ । 17ତମ ଲୋକସଭାର ଏହା ପ୍ରଥମ ବିଧେୟକ । ସଂଖ୍ୟା ଗରିଷ୍ଠ ହାସଲ କରି ସରକାର ଗଠନ କରିଥିବା ମୋଦି ସରକାରଙ୍କ ପାଇଁ ଲୋକସଭାରେ ଏହି ବିଲକୁ ପାରିତ କରିବା ଏତେଟା କଷ୍ଟକର ହୋଇ ନପାରେ । ହେଲେ ରାଜ୍ୟସଭାରେ ବିଲକୁ ପାରିତ ମୋଦି ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।

ବିରୋଧି କଂଗ୍ରେସ ଏହି ବିଲକୁ ଜୋରଦାର ବିରୋଧ କରିବ । ଏନେଇ କଂଗ୍ରେସ କହିଛି, ବିଲ ଉପରେ ଆଲୋଚନା କରିବା ଆବଶ୍ୟକତା ରହିଛି । ଅନ୍ୟପଟେ ମୁରାଦାବାଦ ସମାଜ ପାର୍ଟିର ସାଂସଦ ଏସ.ଟି ହାସନ କହିଛନ୍ତି, ଟ୍ରିପଲ ତଲାକ ଉପରେ ଆଇନ ବନାଇବା ଧାର୍ମିକ ସ୍ବତନ୍ତ୍ରତା ପ୍ରତି କୁଠାରଘାତ ଅଟେ ।

ସୂଚନା ମୁତାବକ, ସେପ୍ଟେମ୍ବର 2018 ଓ ଗତ ଫେବୃଆରୀ ମାସରେ 2ଥର ଟ୍ରିପଲ ତଲାକ ଉପରେ ଅଧ୍ୟାଦେଶ ଜାରି ହୋଇଥିଲା ।

Intro:Body:

blank 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.