ETV Bharat / bharat

ଲକଡାଉନରେ BYJUର ଉପହାର, ଛାତ୍ରଛାତ୍ରୀଙ୍କୁ ମିଳିବ ଫ୍ରି କ୍ଲାସ

author img

By

Published : Mar 31, 2020, 9:27 PM IST

ଲକଡାଉନ ସମୟରେ ବନ୍ଦ ପଡିଛି ସମସ୍ତ ସ୍କୁଲ, କଲେଜ ଓ କୋଚିଂ କ୍ଲାସ । ଏମିତିରେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ବନ୍ଦ ହୋଇଯାଇଛି ଛାତ୍ରଛାତ୍ରୀଙ୍କ ପାଠପଢା । ତେବେ ଏପରି ଘଡିସନ୍ଧି ମୁହୂର୍ତ୍ତରେ ଛାତ୍ରଛାତ୍ରୀଙ୍କୁ ଘରେ ବସି ପାଠ ପଢାଇବାକୁ ଅଣ୍ଟା ଭିଡିଛି ବାଇଜୁ ।

byju's free classes in lockdown, lockdown in india, lockdown, free classes for student at home, ଲକଡାଉନ, ଭାରତରେ ଲକଡାଉନ, ବାଇଜୁର ଫ୍ରି କ୍ଲାସ, ଘରେ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଫ୍ରି କ୍ଲାସ
ଲକଡାଉନରେ ବାଇଜୁର ଉପହାର, ଛାତ୍ରଛାତ୍ରୀଙ୍କୁ ମିଳିବ ଫ୍ରି କ୍ଲାସ

ହାଇଦ୍ରାବାଦ: ଲକଡାଉନ ସମୟରେ ବନ୍ଦ ପଡିଛି ସମସ୍ତ ସ୍କୁଲ, କଲେଜ ଓ କୋଚିଂ କ୍ଲାସ । ଏମିତିରେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ବନ୍ଦ ହୋଇଯାଇଛି ଛାତ୍ରଛାତ୍ରୀଙ୍କ ପାଠପଢା । ତେବେ ଏପରି ଘଡିସନ୍ଧି ମୁହୂର୍ତ୍ତରେ ଛାତ୍ରଛାତ୍ରୀଙ୍କୁ ଘରେ ବସି ପାଠ ପଢାଇବାକୁ ଅଣ୍ଟା ଭିଡିଛି ବାଇଜୁ । ଏଥିସହ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରିବା ପାଇଁ ଘୋଷଣା କରିଛି ବାଇଜୁ ।

ମଙ୍ଗଳବାର ଏନେଇ ବାଇଜୁ ବିଦ୍ଧିବଦ୍ଧ ଭାବେ ଘୋଷଣା କରିଥିବା ବେଳେ ଆସନ୍ତା ଏପ୍ରିଲ ମାସ 2 ତାରିଖରୁ ଆରମ୍ଭ ହେବ ଶିକ୍ଷାଦାନ । ସାରା ଦେଶରେ ପ୍ରଥମରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ବାଇଜୁ ଏହି ସୁବିଧା ଯୋଗାଇବାକୁ ଯାଉଛି । ଆଗକୁ ବିଭିନ୍ନ ପରୀକ୍ଷା ଥିବା ବେଳେ ବାଇଜୁର ଏହି ପଦକ୍ଷେପ ଅନେକ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ ଯୋଗାଇବ ।

ତେବେ ଏହି ଆପ ସାହାଯ୍ୟରେ କିପରି ଛାତ୍ରଛାତ୍ରୀମାନେ ଘରେ ବସି ଲାଭ ପାଇପାରିବେ ସେଥିପାଇଁ ନିମ୍ନଲିଖିତ ଷ୍ଟେପ୍ସ ଫଲୋ କରନ୍ତୁ ।

#ଲର୍ଣ୍ଣ ଫ୍ରମ ହୋମୱାର୍କରୁ କିପରି ପଢିବେ:-

- ଆପରେ ଭିଡିଓ ସେସନ ଓ ଇଣ୍ଟରାକ୍ଟିଭ ସେସନ ଦ୍ବାରା କନସେପ୍ଟ ଦେଖନ୍ତୁ ଓ ବୁଝନ୍ତୁ ।

- ପ୍ରତିଦିନ ବାଇଜୁ ଶିକ୍ଷକମାନଙ୍କ ଦ୍ବାରା ହେଉଥିବା ଲାଇଭ କ୍ଲାସେସ ଆଟେଣ୍ଡ କରନ୍ତୁ । ଏଥିସହ ଥିବା ବିଭିନ୍ନ ଡାଉଟ ମଧ୍ୟ ଆପଣ ଏହି ସେସନରେ କ୍ଲିଅର କରିପାରିବେ ।

- ଏଥିରେ ଥିବା ବିଭିନ୍ନ ପ୍ରାକ୍ଟିସ ସେସନରେ ମଧ୍ୟ ଛାତ୍ରଛାତ୍ରୀମାନେ ଯୋଗ ଦେଇ ଦୈନିକ ଭାବେ ଘରେ ବସି ପଢିପାରିବେ ।

#ଲର୍ଣ୍ଣ ଫ୍ରମ ହୋମୱାର୍କର ଅନଲାଇନ କ୍ଲାସେସ ଆକ୍ସେସ ପାଇଁ ଆପଣାନ୍ତୁ ଏହି ଷ୍ଟେପ୍ସ:-

- ବାଇଜୁ ଆପ ଡାଉନଲୋଡ କରନ୍ତୁ । ଏହାପରେ ‘ଲାଇଭ କ୍ଲାସେସ’ ଟାଇଟଲରେ କ୍ଲିକ କରନ୍ତୁ ।

- ବର୍ତ୍ତମାନ ନିଜ ପସନ୍ଦର ବିଷୟ ଉପରେ କ୍ଲିକ କରନ୍ତୁ ଏବଂ ଫ୍ରି କ୍ଲାସ ଉପରେ କ୍ଲିକ କରନ୍ତୁ ।

- ଆପ ଦ୍ବାରା ରେକମେଣ୍ଡ ହୋଇଥିବା ବିଷୟ ଗୁଡିକ ଉପରେ କିଛି ପଢନ୍ତୁ ଏବଂ ଲାଇଭ କ୍ଲାସ ପାଇଁ ପ୍ରସ୍ତୁତ ହୁଅନ୍ତୁ ।

ତେବେ ଘରେ ବସି ସମୟର ସହୁପଯୋଗ ପାଇଁ ବାଇଜୁର ଏହି ପ୍ରୟାସ ସତରେ ପ୍ରଶଂସନୀୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.