ETV Bharat / bharat

ଷ୍ଟାଚ୍ୟୁ ଅଫ ୟୁନିଟି ଦେଖିଲେ ଦେବ ଗୌଡା

author img

By

Published : Oct 5, 2019, 10:20 PM IST

ଷ୍ଟାଚ୍ୟୁ ଅଫ ୟୁନିଟି ବୁଲି ଦେଖିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡା । ଗୁଜୁରାଟ ଗସ୍ତ ସମୟରେ ଶନିବାର ଷ୍ଟାଚ୍ୟୁ ଅଫ ୟୁନିଟିକୁ ଗସ୍ତ କରିଛନ୍ତି ସେ ।

ଷ୍ଟାଚ୍ୟୁ ଅଫ ୟୁନିଟିରେ ଦେବ ଗୌଡା

ଗାନ୍ଧୀନଗର: ଗୁଜୁରାଟ ଗସ୍ତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା । ଗୁଜୁରାଟରେ ପହଞ୍ଚିବା ପରେ ସେ ଷ୍ଟାଚ୍ୟୁ ଅଫ ୟୁନିଟି ଗସ୍ତ କରିଛନ୍ତି ।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦେଶ ପ୍ରତି କର୍ତ୍ତବ୍ୟ ଓ ବଳିଦାନକୁ ମନେ ପକାଇ ତାଙ୍କ ସ୍ମୃତିରେ ତିଆରି ହୋଇଛି ଏହି ବିଶାଳ ମୂର୍ତ୍ତି । ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦି ଗତ ବର୍ଷ ଅକ୍ଟୋବର ମାସରେ ପେଟଲଙ୍କ 143ତମ ଜନ୍ମ ଦିବସରେ ଷ୍ଟାଚ୍ୟୁ ଅଫ ୟୁନିଟିର ଉଦଘାଟନ କରିଥିଲେ ।

ଗୁଜୁରାଟର ସାଧୁ-ବେଟ ଦ୍ବୀପରେ 182 ମିଟର ଉଚ୍ଚର ଏହି ମୂର୍ତ୍ତ ନିର୍ମାଣ କରାଯାଇଛି । 12 ସ୍କୋୟାର କିଲୋମିଟର ଏରିଆରେ ଏହି ମୂର୍ତ୍ତି ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.