ETV Bharat / bharat

ପରଲୋକରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌର

author img

By

Published : Aug 21, 2019, 8:07 AM IST

Updated : Aug 21, 2019, 8:55 AM IST

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବାବୁଲାଲ ଗୌରଙ୍କ 89 ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଅଗଷ୍ଟ 2004ରୁ ନଭେମ୍ବର 2005 ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଥିଲେ।

ଫାଇଲ ଫୋଟ

ଭୋପୋଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବାବୁଲାଲ ଗୌରଙ୍କ ନିଧନ । ମୃତ୍ୟୁ ବେଳକୁ ତାଙ୍କୁ 89 ବର୍ଷ ହୋଇଥିଲା । ବୁଧବାର ସକାଳେ ସେ ନର୍ମଦା ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ଅନେକ ଦିନରୁ ବାବୁଲାଲଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ଅଗଷ୍ଟ 7ରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ବାବୁଲାଲ ଅଗଷ୍ଟ 2004ରୁ ନଭେମ୍ବର 2005 ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଥିଲେ । 2018ରେ ଅନୁଷ୍ଠିତ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲଢି ନଥିଲେ ସେ । ରାଜନୀତିରୁ ଅବସର ନେବା ପୂର୍ବରୁ ବାବୁଲାଲ ଶେଷ ଥର ପାଇଁ 10ମ ବିଧାନସଭା ନିର୍ବାଚନରେ ନିଜ ପାରମ୍ପରିକ ଆସନ ଗୋବିନ୍ଦପୁରାରୁ ନିର୍ବାଚିତ ହୋଇଥିଲେ।

Intro:Body:

KIIK

Conclusion:
Last Updated : Aug 21, 2019, 8:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.