ETV Bharat / bharat

ମହିଳାଙ୍କୁ ପିଟିଲା କାର, ପୂର୍ବତନ କ୍ରିକେଟରଙ୍କ ପୁଅ ଗିରଫ - ପୂର୍ବତନ କ୍ରିକେଟର ସବା କରିମ

ମୁମ୍ବାଇରେ ଭାରତୀୟ ଦଳର ପୂର୍ବତନ କ୍ରିକେଟରଙ୍କ ସବା କରିମଙ୍କ ପୁଅ ମହିଳାଙ୍କୁ କାର ଧକ୍କା କରି ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

former-indian-cricketer-saba-karmis-son-arrested-for-car-hit-a-women-in-mumbai
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jan 8, 2020, 5:27 PM IST

ମୁମ୍ବାଇ: ଭାରତୀୟ ଦଳର ପୂର୍ବତନ କ୍ରିକେଟର ସବା କରିମଙ୍କ ପୁଅ ଗିରଫ । ପୂର୍ବତନ କ୍ରିକେଟର ସବା କରିମଙ୍କ ପୁଅ ଫିଡେଲ ସବାଙ୍କ କାର ମହିଳାଙ୍କୁ ଧକ୍କା ଦେଇଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ମୁମ୍ବାଇରେ କାର ଦ୍ରୁତଗତିରେ ଅତିକ୍ରମ କରିବା ସମୟରେ ଚାଲିଚାଲି ଯାଉଥିବା ମହିଳାଙ୍କୁ ଧକ୍କା ଦେଇଥିଲା ।

ମଙ୍ଗଳବାର ସକାଳେ ମୁମ୍ବାଇର ପେଡାର ରୋଡର କ୍ୟାମ୍ପସ କର୍ଣ୍ଣରରେ ଏହି ଦୁର୍ଘଟଣା ଘଟିଛି । ପୂର୍ବତନ କ୍ରିକେଟରଙ୍କ ପୁଅ କାର ଚଲାଉଥିଲେ ଅନ୍ୟ ଏକ କାରକୁ ଦ୍ରୁତଗତିରେ ଅତିକ୍ରମ କଲାବେଳେ ରାସ୍ତା ପାର ହେଉଥିବା ଜଣେ ମହିଳାଙ୍କୁ ଧକ୍କା ଦେଇଥିଲେ ।

ଦୁର୍ଘଟଣାର ଶିକାର ହୋଇଥିବା 24 ବର୍ଷିୟ ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଛି ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.