ETV Bharat / bharat

ଅନ୍ତର୍ଜାତୀୟ ଟି-20ରୁ ଅବସର ନେଲେ ମିତାଲି ରାଜ - ସନ୍ୟାସ ନେଲେ ମିତାଲି ରାଜ

ଅନ୍ତର୍ଜାତୀୟ ଟି-20ରୁ ସନ୍ୟାସ ନେଲେ ଭାରତୀୟ ମହିଳା କ୍ରିକେଟର ତଥା ଅଧିନାୟିକା ମିତାଲି ରାଜ। ଅବସର ବିଷୟରେ ଆଜି ଘୋଷଣା କରିଛନ୍ତି ମିତାଲି ।

ଫଟୋ ସୌଜନ୍ୟ: ani
author img

By

Published : Sep 3, 2019, 3:05 PM IST

ଭୁବନେଶ୍ବର: ଅନ୍ତର୍ଜାତୀୟ ଟି-20 ରୁ ସନ୍ୟାସ ନେଲେ ମିତାଲି ରାଜ। ଅବସର ବିଷୟରେ ମିତାଲି ଆଜି ଘୋଷଣା କରିଛନ୍ତି। ତେବେ 2006 ରୁ ଟି-20 ଖେଳି ଆସୁଥିଲେ ମିତାଲି। ଏବେ ସୁଦ୍ଧା ସେ 32 ଟି ଟି-20 ରେ ଭାରତୀୟ ଦଳର ଅଧିନାୟିକା ରହିଥିଲେ।

ଖବର ଅନୁଯାୟୀ, 2000 ଟି-20 ସଂଗ୍ରହ କରିବାରେ ସେ ପ୍ରଥମ ଭାରତୀୟ ମହିଳା। ଦେଶପାଇଁ 2011ରେ ଦିନିକିଆ ବିଶ୍ବ କପ ହାତେଇଥିଲେ। 2012 ଶ୍ରୀଲଙ୍କା, 2014 ବାଂଲାଦେଶରେ ବିଶ୍ବକପରେ ଖେଳିଥିଲେ। ସେ 2016 ବିଶ୍ବକପରେ ଭାରତ ପାଇଁ ବିଶ୍ବକପରେ ବି ଅଧିନାୟିକା ଥିଲେ। ତେବେ 2021ରେ ହେବାକୁ ଟି-20ରେ ବିଶ୍ବକପ ହାତେଇବା ତାଙ୍କ ଲକ୍ଷ୍ୟଥିଲା ବୋଲି ମିତାଲି କହିଥିଲେ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.