ETV Bharat / bharat

କୋରୋନା ସହାୟତା: ପିଏମ କେୟାର୍ସ ଫଣ୍ଡକୁ 1 ଲକ୍ଷ ଦେଲେ ଶାନ୍ତିଦେବୀ ଗୋଗୋଇ - Shanti Gogoi has donated Rs 1 lakh

ଏକ ମହତ ଉଦ୍ଦେଶ୍ୟରେ ଆଜି ସାମିଲ ହୋଇଛନ୍ତି ଦେଶର ପୂ୍ର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ମା ଶାନ୍ତି ଗୋଗୋଇ । କୋରୋନା ଲଢେଇ ପାଇଁ PM CARE FUND କୁ ପ୍ରଦାନ କରିଛନ୍ତି ଅର୍ଥ । ଅଧିକ ପଢନ୍ତୁ...

ପିଏମ କେୟାର ଫଣ୍ଠକୁ କୁ ଏକ ଲକ୍ଷ ଦାନ କଲେ ଶାନ୍ତିଦେବୀ ଗୋଗୋଇ

author img

By

Published : Apr 11, 2020, 12:55 PM IST

ଗୌହାଟୀ: ଦେଶ ବର୍ତ୍ତମାନ କୋରୋନା ସଙ୍କଟ ଦେଇ ଗତି କରୁଛି । ଏହି ମହାମାରୀର ମୁକାବିଲା ପାାଇଁ କେନ୍ଦ୍ର ସରକାର ସମେତ ସମସ୍ତ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଉଛନ୍ତି । ସମସ୍ତ ଲୋକଙ୍କୁ ଉଚିତ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ସାରା ଦେଶରେ ନିର୍ମାଣ ହେଉଛି କୋଭିଡ-19 ହସ୍ପିଟାଲ । ଏଥିପାଇଁ ଆବଶ୍ୟକ ପ୍ରଚୁର ଅର୍ଥ । ଫଳରେ ଦେଶବାସୀଙ୍କୁ ସହାୟତା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ବନ ଦେଇଥିଲେ । ଏହାସହ PM CARE ନା ରେ ଏକ ସ୍ବତନ୍ତ୍ର ଖାତା ଖୋଲାଯାଇଛି ।

ଏଥିରେ ଦେଶର ପ୍ରତ୍ୟେକ ବର୍ଗର ଲୋକ ସହାୟତା କରୁଛନ୍ତି । ଏହି ମହତ ଉଦ୍ଦେଶ୍ୟରେ ଆଜି ସାମିଲ ହୋଇଛନ୍ତି ଦେଶର ପୂ୍ର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ମା ଶାନ୍ତି ଗୋଗୋଇ । ଦିବ୍ରୁଗଡ ଡେପୁଟି କମିଶନରଙ୍କୁ ଶାନ୍ତିଦେବୀ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଏହାକୁ ସେ PM CARE FUND କୁ ପ୍ରଦାନ ପାଇଁ ନିବେଦନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.