ETV Bharat / bharat

ଭାରତ-ସେଚେଲ୍ସର ସଚିବ ସ୍ତରୀୟ ଦ୍ବିପାକ୍ଷିକ ବୈଠକ

author img

By

Published : Mar 20, 2020, 8:07 PM IST

ସେଚେଲ୍ସ ସେକ୍ରେଟାରୀ ଅଫ ଷ୍ଟେଟ୍ସ ବାରି ଫାଓରକୁ ଭେଟିଲେ ଭାରତୀୟ ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା । ସେଚେଲ୍ସ ଓ ଭାରତୀୟ ଦ୍ବିପାକ୍ଷିକ କୁ ସୁଦୃଢ ପାଇଁ ହେଲା ଆଲୋଚନା । ଅଧିକ ସୂଚନା ପାଇଁ ପଢନ୍ତୁ ...

foreign secretary meets visiting secretary of state of seychelles
ଭାରତ - ସେଚେଲ୍ସର ସଚିବ ସ୍ତରୀୟ ଦ୍ବିପାକ୍ଷିକ ବୈଠକ

ନୂଆଦିଲ୍ଲୀ: ଭାରତ-ସେଚେଲ୍ସର ସଚିବ ସ୍ତରୀୟ ଦ୍ବିପାକ୍ଷିକ ବୈଠକ । ସମ୍ପର୍କକୁ ସୁଦୃଢ କରିବା ପାଇଁ ହେଲା ଆଲୋଚନା । ସେଚେଲ୍ସର ସେକ୍ରେଟାରୀ ଅଫ ଷ୍ଟେଟ୍ସ ବାରି ଫାଓରକୁ ଭେଟିଲେ ଭାରତୀୟ ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା । ଗୁରୁବାର ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଓ ବାରି ଫାଓରଙ୍କ ମଧ୍ୟରେ ଏକ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଦୁଇ ଦେଶର ଉତ୍କୃଷ୍ଟ ସମ୍ପର୍କ ଉପରେ ଆଲୋଚନା ହୋଇଥିଲା ।

ସେହିଭଳି ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ପାଇଁ କୋଭିଡ-19 ଭଳି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସେଚେଲ୍ସକୁ ସମର୍ଥନ କରିବା ବିଷୟରେ ଆଲୋଚନା ହୋଇଥିବା ନେଇ ଏମଇଏ ମୁଖପାତ୍ର ରବିଶ କୁମାର ଟ୍ବିଟ କରି ଜଣାଇଛନ୍ତି ।

@ANI

For All Latest Updates

TAGGED:

ccv
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.