ETV Bharat / bharat

ଉଛୁଳୁଛି ଯମୁନା, ଦିଲ୍ଲୀରେ ଆଲର୍ଟ

author img

By

Published : Aug 19, 2019, 11:47 PM IST

ଉଛୁଳୁଛି ଯମୁନା । ବଢି ଚାଲିଛି ନଦୀର ଜଳସ୍ତର । ହରିୟାଣାର ହଥିନୀକୁଣ୍ଡ ବ୍ୟାରେଜରୁ ପାଣି ଛଡାଯିବା ପରେ ବିପଦ ସଙ୍କୁଳ ଅବସ୍ଥାରେ ନଦୀ କୂଳିଆ ଅଞ୍ଚଳ । ସ୍ଥିତି ଅନୁଧ୍ୟାନ କରିବା ପାଇଁ ନିଗମବୋଦ୍ଧ ଘାଟରେ ପହଞ୍ଚିଥିଲେ ଆମ ଦିଲ୍ଲୀ ରିପୋର୍ଟର ଧନଞ୍ଜୟ କୁମାର...

ଉଛୁଳୁଛି ଯମୁନା, ଦିଲ୍ଲୀରେ ଆଲର୍ଟ

ଉତ୍ତର ଦିଲ୍ଲୀ: ଦିଲ୍ଲୀର ପ୍ରମୁଖ ଶ୍ମଶାନ ନିଗମବୋଦ୍ଧ ଘାଟ । ଯେଉଁଠି ପ୍ରତ୍ୟେକ ଦିନ ଶହଶହ ସଂଖ୍ୟାରେ ଶବଦାହ କରାଯାଏ । ନଦୀର ଜଳସ୍ତର ବଢିବା ପରେ ଏବେ ସେଠାରେ ଜଳୁଛି ମାତ୍ର 3ଟି ଯୁଇ । ତାହା ପୁଣି ପାଣି ମଝିରେ । ଦେଖନ୍ତୁ ଦୃଶ୍ୟକୁ ଅନ୍ୟମାନେ ଅପେକ୍ଷା କରି ରହିଛନ୍ତି କେତେବେଳେ ଶବ ସତ୍କାର ସରିବ ଆଉ ସେମାନେ ଆଣିଥିବା ମୃତ ଦେହର ସଂସ୍କାର ଆରମ୍ଭ କରିବେ ।

ଉଛୁଳୁଛି ଯମୁନା, ଦିଲ୍ଲୀରେ ଆଲର୍ଟ

ଏହେଉଛି ଯମୁନା ନଦୀ କୂଳରେ ଗଢି ଉଠିଥିବା ମନ୍ଦିର । ଯେଉଁଠିକୁ ଲୋକେ ସବୁଦିନ ଯାଇ ପୂଜାର୍ଚ୍ଚନା କରନ୍ତି । ସେ ମନ୍ଦିର ଏବେ ପାଣିର ପ୍ରଖର ସ୍ରୋତରେ । ସେହିପରି ବନ୍ୟା ଆଶଙ୍କାରେ ନଦୀ ଗର୍ଭଦେଇ ଯାଇଥିବା ଲୁହା ପୋଲରେ ଯାତାୟତକୁ ବନ୍ଦ କରି ଦେଇଛି ପ୍ରଶାସନ ।

ରବିବାର ସନ୍ଧ୍ୟାରେ ହଥିନୀକୁଣ୍ଡ ବ୍ୟାରେଜରୁ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ 14 ହଜାର କ୍ୟୁସେକ ଜଳ ଛଡା ଯାଇଛି । ଫଳରେ 205.33 ମିଟର ବିପଦ ସଙ୍କୁଳ ଉପରେ ପ୍ରବାହିତ ହେଉଛି ଯମୁନା ଜଳ । ସେପଟେ ଦିଲ୍ଲୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆକଳନ ପରେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପ୍ରଭାବିତଙ୍କ ପାଇଁ 2120 ଟେଣ୍ଟ ବ୍ୟବସ୍ଥା କରିଯାଇବେଳେ ସେଥିରେ ବିଦ୍ୟୁତ, ଖାଦ୍ୟ, ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା କରାଯାଇଛି ।

ଦିଲ୍ଲୀରୁ ଧନଞ୍ଜୟ କୁମାର ଇଟିଭି ଭାରତ

Intro:यमुना का जलस्तर लगातार बढ़ता जा रहा है. जैसे जैसे हरियाणा के हथिनी कुंड से पानी छोड़ा जा रहा है, यमुना के किनारे बसे इलाकों में बाढ़ का खतरा मंडराता जा रहा है. इससे निगम बोध घाट भी अछूता नहीं है. ईटीवी भारत की टीम इसी की पड़ताल करने निगम बोध घाट पहुंची.

Body:उत्तरी दिल्ली: निगमबोध घाट जो पूरी दिल्ली में अंतिम संस्कार का प्रमुख स्थल है, यहां पर आज भी अंतिम संस्कार हो रहे हैं, लेकिन अंतिम संस्कार के जगह के कुछ प्रमुख हिस्से बाढ़ के पानी की चपेट में आ चुके हैं. यमुना के किनारे जो शवदाह स्थल बनाए गए हैं, उनमें से बहुत सी जगहों पर पानी चढ़ चुका है.

यमुना के किनारे बना वह मंदिर जहां आम दिनों में लोग आसानी से पहुंच पाते थे, आज पानी के बीचो-बीच दिख रहा है. यहां पर लोगों को भी इस बढ़ते पानी से खासी दिक्कतों का सामना करना पड़ रहा है. ईटीवी भारत ने यहां पर कई लोगों से बातचीत भी की जिन्होंने बढ़ते जलस्तर के कारण सामने आ रही अपनी परेशानियां साझा की.

Conclusion:रविवार शाम हथिनीकुंड बराज से जो पानी छोड़ा गया था वह अभी तक दिल्ली नहीं पहुंचा है और इसके बाद आज भी भारी मात्रा में पानी छोड़ा गया है, इस पूरे पानी के दिल्ली पहुंचने के बाद न सिर्फ निगमबोध घाट के ऊपर तक पानी आ जाएगा, बल्कि पूरी दिल्ली के लिए यह समस्या का कारण बनेगा.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.