ETV Bharat / bharat

ଆନ୍ଧ୍ରପ୍ରଦେଶରେ ବନ୍ୟା: ବାସହରା ହେଲେ 75 ହଜାରରୁ ଊର୍ଦ୍ଧ୍ବ, 90 ଏନଡିଆରଏଫ୍ ଟିମ୍ ମୁତୟନ

author img

By

Published : Aug 5, 2019, 1:00 PM IST

ଆନ୍ଧ୍ରପ୍ରଦେଶ ବନ୍ୟାରେ ବାସହରା ହୋଇଛନ୍ତି 75 ହଜାର ଲୋକ । ପୂର୍ବ ଓ ପଶ୍ଚିମ ଗୋଦାବରୀ ଜିଲ୍ଲାରେ ବିଷମ ହୋଇଛି ପରିସ୍ଥିତି । ରାଜ୍ୟ ସରକାର ରଖୁଛନ୍ତି ପ୍ରତି ମୂହୁର୍ତ୍ତର ଖବର ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଜାରି ରହିଛି ବନ୍ୟାର ପ୍ରକୋପ । ବିଶେଷ କରି ପୂର୍ବ ଓ ପଶ୍ଚିମ ଗୋଦାବରୀ ଜିଲ୍ଲାରେ ପ୍ରବଳ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହି ଦୁଇଟି ଜିଲ୍ଲାର ମୋଟ 280 ଗାଁର 75 ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।

ପୂର୍ବ ଗୋଦାବରୀ ଜିଲ୍ଲାର ରାଜମେନ୍ଦ୍ରବରମ ଠାରେ ଥିବା ଧବଳେଶ୍ବରମ ବ୍ୟାରେଜରେ ଠାରେ ଏକ ନମ୍ବର ବିପଦ ସଙ୍କେତ ଦେଇଛନ୍ତି ବିଭାଗୀୟ ଅଧିକାରୀ । ଅଧିକାରୀଙ୍କ ଅନୁସାରେ, ପୂର୍ବ ଗୋଦାବରୀ ଜିଲ୍ଲାର 32ଟି ଗାଁର 52 ହଜାର 500 ଲୋକ ଏବଂ ପଶ୍ଚିମ ଗୋଦାବରୀ ଜିଲ୍ଲାର 39ଟି ଗ୍ରାମର 21 ହଜାର 568 ଲୋକ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ବନ୍ୟା ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରତିଟି ମୂହୁର୍ତ୍ତର ଖବରକୁ ନଜର ରଖିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

90ଟି ଏନଡିଆରଏଫ ଟିମ ପୂର୍ବ ଗୋଦାବରୀ ଜିଲ୍ଲାରେ ମୁତୟନ ହୋଇଥିବାବେଳେ ପଶ୍ଚିମ ଗୋଦାବରୀ ଜିଲ୍ଲାରେ 30ଟି ଏନଡିଆରଏଫ ଟିମ ମୁତୟନ ହୋଇଛନ୍ତି । ଏହାସହ 200ଟି ଏସଡିଆରଏଫ ଟିମ ମଧ୍ୟ ବନ୍ୟା ପୀଡିତଙ୍କ ସହାୟତା ପାଇଁ ମୁତୟନ ହୋଇଛନ୍ତି ।

Intro:Body:

Heavy floods continues in the state of Andhrapradesh, specially in East Godavari and West Godavari districts. In these both 2 districts total 280 villages and near by 75 thousand people effected due to floods. Officials continuing 1st level danger caution at Dhavaleshwaram barrage in Rajamahendravaram in East godavari district.

According to officials, 52 thousand 500 people of 32 villages in East Godavari district are facing seviour problems. Also 21 thousand 568 people facing flood problems from 39 villages in West Godavari district. Government officials arranged rehabilitation centers for the victims and Chief minister's office regularly monitering the situation time to time.

90 NDRF teams deployed in East Godavari district, 30 NDRF teams deployed in West Godavari district to help the victims in flood effected areas. Apart from this.. near by 200 SDRF teams also serving the victims in various areas.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.