ETV Bharat / bharat

ଯମୁନା ଏକ୍ସପ୍ରେସୱେରେ ଜଳିଗଲା କାର, 5 ଜୀବନ୍ତ ଦଗ୍ଧ

ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସ ୱେରେ ସଡକ ଦୁର୍ଘଟଣା । ଜଳିଗଲା କାର । 5 ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ...

author img

By

Published : Dec 22, 2020, 8:58 AM IST

ଯମୁନା ଏକ୍ସପ୍ରେସ ସଡକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସ ୱେରେ ସଡକ ଦୁର୍ଘଟଣା । ଗୋଟିଏ କାରକୁ ଟ୍ରକ ଧକ୍କା ଦେବା ଫଳରେ କାରରେ ଲାଗିଲା ନିଆଁ । ଅକାଳରେ ଚାଲିଗଲା ପାଞ୍ଚ ଜୀବନ ।

ସୂଚନାଅନୁସାରେ, ୟୁପିର ଆଗ୍ରା ଅଞ୍ଚଳରେ ଗୋଟିଏ କାର ନମ୍ବର(up.32.kw.6788) ଦିଲ୍ଲୀ ଅଭିମୁଖେ ବାହାରିଥିଲେ । ଯମୁନା ସଡକ ନିକଟରେ ବୀପରିତ ଦିଗରୁ ଆସୁଥିବା ଗୋଟିଏ ଟ୍ରକ କାରଟିକୁ ଧକ୍କା ଦେଇଥିଲା । ଫଳରେ କାରରେ ଭୟାନକ ଅଗ୍ନିକାଣ୍ଡ ହୋଇଥିଲା ।

କାରରେ ନିଆଁ ଲାଗିବାରୁ କାର ଭିତରେ ଥିବା ସମସ୍ତ ପାଞ୍ଚଜଣ ଜିଅନ୍ତା ଜଳିଯାଇଥିଲେ । ସହାଯ୍ୟ ପାଇଁ ଚିତ୍କାର କରିଥିଲେ ହେଲେ କେହି ବି ବ୍ୟକ୍ତି ତାଙ୍କ ପାଖରେ ପହଞ୍ଚି ପାରି ନଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଛି । ଘଟଣାର ଖବର ପାଇ ପୋଲସ ଓ ଅଗ୍ନିଶମ ବାହୀନି ଘଟଣାସ୍ଥଲରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.