ETV Bharat / bharat

ମହାରାଷ୍ଟ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ସପ୍ତାହରେ 2 ଦିନ ଛୁଟି - maharastra govt

ମହାରାଷ୍ଟ୍ରର ସରକାରୀ କର୍ମଚାରୀଙ୍କୁ ରାଜ୍ୟରେ କ୍ଷମତାସୀନ ଉଦ୍ଧବ ସରକାର ବଡ ଉପହାର । ସପ୍ତାହରେ କର୍ମଚାରୀଙ୍କୁ ମିଳିବ 2 ଦିନ ଛୁଟି । ଅଧିକ ପଢନ୍ତୁ...

ମହାରାଷ୍ଟ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ସପ୍ତାହରେ ମିଳିବ 2ଟି ଛୁଟି

author img

By

Published : Feb 12, 2020, 6:21 PM IST

ମୁମ୍ବାଇ: ମହାରାଷ୍ଟ୍ରର ସରକାରୀ କର୍ମଚାରୀଙ୍କୁ ଉଦ୍ଧବ ସରକାର ବଡ ଉପହାର ଦେଇଛନ୍ତି । ଏବେ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ସପ୍ତାହରେ କେବଳ 5 ଦିନ କାମ କରିବାକୁ ହେବ। ଅର୍ଥାତ ସପ୍ତାହରେ କର୍ମଚାରୀଙ୍କୁ ମିଳିବ 2 ଦିନ ଛୁଟି । ଏହି ନିଷ୍ପତ୍ତି 29 ଫେବୃଆରୀରେ ଲାଗୁ ହେବାକୁ ଯାଉଛି।

ମହାରାଷ୍ଟ୍ରରେ ସରକାରୀ କର୍ମଚାରୀଙ୍କୁ ସପ୍ତାହରେ 2 ଦିନ ଛୁଟି ଦେବା ନିଷ୍ପତ୍ତିକୁ ଉଦ୍ଧବ ସରକାରଙ୍କ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କୁ କର୍ମଚାରୀଙ୍କୁ 45 ମିନିଟ ଅତିରିକ୍ତ କାମ କରିବାକୁ ପଡିବ। ଜରୁରୀକାଳୀନ ସେବାରେ ନିଯୁକ୍ତ କର୍ମଚୀରୀଙ୍କୁ ଏହି ନୂଆ ଓ୍ବାର୍କିଂ ନିୟମରୁ ବାଦ ଦିଆଯାଇଛି। କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଉଦ୍ଦେଶ୍ୟରେ ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.