ETV Bharat / bharat

ପାକିସ୍ତାନ ମୌଲବୀଙ୍କ ନିର୍ଦ୍ଦେଶ, ଦିନକୁ 5 ଥର କର ନମାଜ ପାଠ - Five daily prayers necessary

ପ୍ରତିଦିନ ମୁସଲିମ ସମ୍ପ୍ରଦାୟର ଲୋକେ 5 ଥର ନମାଜ ପାଠ କରିବା ସହ ଶୁକ୍ରବାର ସାମୁହିକ ନମାଜ ପାଠ ଜାରି ରଖିବାକୁ ପାକିସ୍ତାନର ଜଣେ ମୌଲବି ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ଖବର ପଢନ୍ତୁ...

madhya-pradeshs-indore-rushed
ପାକିସ୍ତାନ ମୌଲବୀଙ୍କ ନିଡର ନିର୍ଦ୍ଦେଶ, ଦିନକୁ 5 ଥର କର ନମାଜ ପାଠ
author img

By

Published : Apr 15, 2020, 3:09 PM IST

ନୂଆଦିଲ୍ଲୀ: କୋରୋନା କବଳରେ ସମଗ୍ର ବିଶ୍ବ କଲବଲ ହେଉଥିବା ବେଳେ ପାକିସ୍ତାନର ନାହିଁ କୋରୋନା ଟେନସନ୍। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 5 ହଜାର ପାର କରିଥିବା ବେଳେ ପାକିସ୍ତାନ ମୌଲବrଙ୍କ ଏକ ନିର୍ଦ୍ଦେଶ ନାମା ଚାରିଆଡେ ଚର୍ଚ୍ଚା ସୃଷ୍ଟି କରିଛି।

ପ୍ରତିଦିନ ମୁସଲିମ ସମ୍ପ୍ରଦାୟର ଲୋକେ 5 ଥର ନମାଜ ପାଠ କରିବା ସହ ଶୁକ୍ରବାର ସାମୁହିକ ନମାଜ ପାଠ ଜାରି ରଖିବାକୁ ମୌଲବି ଜଣକ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଖବର ଥାଉକି, ସମଗ୍ର ବିଶ୍ବ କୋରୋନା ମୁକାବିଲା ପାଇଁ ଲକଡାଉନ ସାମାଜିକ ଦୁରତ୍ବର ଲକ୍ଷ୍ମଣରେଖା ଟାଣି ଥିବା ବେଳେ ନାଗରିକଙ୍କୁ ଏହାକୁ ଅନୁପାଳନ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ତେବେ ଏଭଳି ସମୟରେ ପାକିସ୍ତାନ ମୌଲବୀଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.