ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପଦକ୍ଷେପ, ସହୀଦଙ୍କ ପିଲାଙ୍କୁ ମିଳିବ ଛାତ୍ରବୃତ୍ତି - Narendra Modi

ଗୁରୁବାର ପଦ ଓ ଗୋପନୀୟତାର ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ପ୍ରଧାନମନ୍ତ୍ରୀ ଛାତ୍ର ବୃତ୍ତି' ଯୋଜନାକୁ ପରିବର୍ତ୍ତନ କରିବାର ନିସ୍ପତ୍ତି ନେଇଛନ୍ତି । ସହିଦ ହୋଇଥିବା ସେନା ବା ପିଲିସ କର୍ମଚାରୀଙ୍କ ପିଲାମାନଙ୍କୁ ମଧ୍ୟ ମିଳିବ ଏହି ବୃତ୍ତି ।

ଫଟୋ ସୌଜନ୍ୟ: ଏଏନ୍ଆଇ
author img

By

Published : May 31, 2019, 7:17 PM IST

ନୂଆଦିଲ୍ଲୀ: ଦ୍ବିତୀୟ ଥର ପାଇଁ ପ୍ରଧାମମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି ନରେନ୍ଦ୍ର ମୋଦି । 58 ଜଣିଆ ମନ୍ତ୍ରୀ ପରିଷଦ ସହ ସ୍ବୟଂ ନିଜେ ରାଷ୍ଟ୍ରପତି ଭବନରେ ଗୁରୁବାର ନେଇଛନ୍ତି ପଦ ଓ ଗୋପନୀୟତାର ଶପଥ ।

ଆଉ ଆଜି କାର୍ଯ୍ୟରେ ଯୋଗଦାନ କରିବା ପରେ ନେଇଛନ୍ତି ପ୍ରଥମ ପଦକ୍ଷେପ । ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ଅନ୍ତ୍ରର୍ଭୁକ୍ତ 'ପ୍ରଧାନମନ୍ତ୍ରୀ ଛାତ୍ର ବୃତ୍ତି' ଯୋଜନାର କରିଛନ୍ତି ବଡ ଧରଣର ପରିବର୍ତ୍ତନ । ଦେଶର ସେନା, ସୁରକ୍ଷାକର୍ମୀ ଓ ପୋଲିସ କର୍ମଚାରୀଙ୍କ ପିଲାମାନଙ୍କୁ ମଧ୍ୟ ଏହି ଯୋଦନାରେ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ଛାତ୍ରବୃତ୍ତି ଯୋଜନାରେ ପୂର୍ବରୁ ଛାତ୍ରୀମାନଙ୍କ ପା4ଇଁ 2250 ଟଙ୍କା ମିଳୁଥିବା ବେଳେ ଏବେ ତାହାକୁ ବଢାଇ 3000 ଟଙ୍କା କରାଯାଇଛି । ସେହିପରି ଛାତ୍ରମାନଙ୍କ ପାଇଁ ଥିବା 2000 ଟଙ୍କା ବୃଦ୍ଧି ଘଟି 2500 ହୋଇଛି ।

ସୂଚନା ଅନୁଯାଇ ପ୍ରଧାନମନ୍ତ୍ରୀ ମୋଦି ନିଜ କାର୍ଯ୍ୟାଳୟରେ ପ୍ରଥମେ ଯୋଗଦେବା ଅବସରରରେ ନେଇଥିଲେ ଏହି ନିଷ୍ପତ୍ତି । ଅନ୍ୟପଟେ ଗତକାଲି ଥପଥ ନେଇଥିବା 24 ଜଣ କ୍ୟାବିନେଟ ମନ୍ତ୍ରୀ ମାନଙ୍କ ଆଜି କରିଛନ୍ତି ଗୁରୁତ୍ତ୍ବପୂର୍ଣ୍ଣ ବୌଠକ ।

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.