ETV Bharat / bharat

ନୋଏଡା ଇଙ୍କ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ - ଇଙ୍କ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ନୋଏଡା ସ୍ଥିତ ଇଙ୍କ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ନିଆଁକୁ ଆୟତ୍ତ କଲା ଦମକଳ ବାହୀନି। ଅଧିକ ପଢନ୍ତୁ...

ନୋଏଡା ସ୍ଥିତ ଇଙ୍କ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

author img

By

Published : Oct 25, 2020, 2:40 PM IST

ନୂଆଦିଲ୍ଲୀ: ଲଗାତାର କିଛି ଦିନ ହେବ ଦେଶର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟୁଥିବା ଖବର ସାମ୍ନାକୁ ଆସୁଛି। ତେବେ ନୋଏଡା ସେକ୍ଟର-63ରେ ଥିବା ଏକ ଇଙ୍କ ତିଆରି କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲାଯେ, ବହୁ ମୂଲ୍ୟର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି।

ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ନିଆଁ କିପରି ଲାଗିଥିଲା ତାହା ଜଣାପଡି ନଥିବାବେଳେ, ଏହା ସର୍ଟସର୍କିଟ ଯୋଗୁଁ ଘଟିଥିବା ସନ୍ଦେହ କରାଯାଉଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.