ETV Bharat / bharat

ମଧ୍ୟରାତ୍ରୀରେ ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ, କର୍ମଚାରୀ ସୁରକ୍ଷିତ

author img

By

Published : Jan 2, 2020, 12:28 PM IST

କର୍ଣ୍ଣାଟକର କଲବୁର୍ଗୀ ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ । ଟ୍ରେନରେ ଥିବା 6 କର୍ମଚାରୀ ସୁରକ୍ଷିତ । ଟ୍ରେନରେ ଥିବା ଅନେକ ଜିନିଷ ନଷ୍ଟ ।

ମଧ୍ୟରାତ୍ରୀରେ ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ
ମଧ୍ୟରାତ୍ରୀରେ ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ

ବେଙ୍ଗାଲୁରୁ: କର୍ଣ୍ଣାଟକର କଲବୁର୍ଗୀ ରେଳ ଷ୍ଟେସନ ନିକଟରେ ଅଘଟଣ । ମଧ୍ୟରାତ୍ରୀରେ ବିଡିଏ କଲେଜ ନିକଟରେ ମାଲବାହୀ ଟ୍ରେନରେ ଲାଗିଲା ନିଆଁ । ନିଆଁ ଲାଗିବା ବେଳେ ଏହି ଟ୍ରେନରେ ଥିବା 6 କର୍ମଚାରୀ ସୁରକ୍ଷିତ ଭାବେ ବାହାରକୁ ଆସିଯାଇଥିଲେ । ସେପଟେ ଟ୍ରେନରେ ଥିବା ଅନେକ ଜିନିଷ ଜଳିପୋଡି ପାଉଁଶ ହୋଇଥିବା ସୂଚନା ରହିଛି ।

ମଧ୍ୟରାତ୍ରୀରେ ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ

ରାତି 1ଟାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ସର୍ଟସର୍କିଟ ଯୋଗୁଁ ମାଲଗାଡିରେ ନିଆଁ ଲାଗିଥିବା ରେଳ ବିଭାଗର ଅଧିକାରୀ କହିଛନ୍ତି । ସେପଟେ ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତି ଆହତ ହୋଇନଥିବା ବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।

Intro:Body:

Fire Breaks out in a goods Train in Kalburgi

Kalburgi(Karnataka): Fire Break out in a goods Train at midnight in  PDA college gate which is near to Kalburgi Train station.

Goods train caught into the fire midnight at 1 pm, where the 6 Staff have existed in a compartment, and Immediately 6 members came out and safeguarded from the Fire. From this incident, A huge amount of things were burnt. The fire engine rushed to spot and extinguished the fire.  

This Fire breaks out by the short circuit suspiciously, according to the Railway officers. From this no casualties found.

Conclusion:

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.