ETV Bharat / bharat

ଉତ୍ତରାଖଣ୍ଡରେ କମିଲା କୋରୋନା ଆକ୍ରାନ୍ତ ସଂଖ୍ୟା, ଆଇଏଫଏସ ଅଫିସର ହେଲେ ନେଗେଟିଭ

author img

By

Published : Mar 27, 2020, 11:16 PM IST

ଫିନଲ୍ୟାଣ୍ଡରୁ ଫେରିଥିବା ତିନିଜଣ ଆଇଏଫଏସ ଅଧିକାରୀ କୋରୋନା ନେଗେଟିଭ ଚିହ୍ନଟ ହୋଇଛନ୍ତି । ଏହା ଦ୍ବାରା ଉତ୍ତରାଖଣ୍ଡର କୋରୋନା ପୀଡିତଙ୍କ ସଂଖ୍ୟା 2କୁ ହ୍ରାସ ପାଇଛି । ଅଧିକ ପଢନ୍ତୁ...

finland returned IFS officer tested negative in Uttarakhand
ଉତ୍ତରାଖଣ୍ଡରେ କମିଲା କୋରୋନା ଆକ୍ରାନ୍ତ ସଂଖ୍ୟା, ଆଇଏଫଏସ ଅଫିସର ହେଲେ ନେଗେଟିଭ

ଡେରାଡୁନ: ଫିନଲ୍ୟାଣ୍ଡରୁ ଫେରିଥିବା ତିନିଜଣ ଆଇଏଫଏସ ଅଧିକାରୀ କୋରୋନା ନେଗେଟିଭ ଚିହ୍ନଟ ହୋଇଛନ୍ତି । ସେ ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ପୁଣି ଥରେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ଏଥିରୁ ରକ୍ତ ନମୁନାରେ କୋରୋନା ଭୂତାଣୁ ନଥିବା ସ୍ପଷ୍ଟ କରାଯାଇଛି । ଏହା ଦ୍ବାରା ଉତ୍ତରାଖଣ୍ଡର କୋରୋନା ପୀଡିତଙ୍କ ସଂଖ୍ୟା 2କୁ ହ୍ରାସ ପାଇଛି ।

ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ବର୍ତ୍ତମାନ ସୁଦ୍ଧା 843 ଜଣ କୋରୋନା ପଜିଟିଭ ରହିଛନ୍ତି । ସେହିପରି 20 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ମୋଟ 73 ଲୋକ ସୁସ୍ଥ ହୋଇଥିବା କୁହାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.