ETV Bharat / bharat

ଧାରା 370 ଉଚ୍ଛେଦ ପରେ ପ୍ରଥମ ଥର ସଂସଦରେ ଯୋଗ ଦେବେ ଫାରୁକ୍‌

author img

By

Published : Sep 14, 2020, 8:33 AM IST

ଏଥରର ମୌସୁମୀ ଅଧିବେଶନରେ ଚର୍ଚ୍ଚାର ପରିସରରେ ରହିପାରନ୍ତି ଲୋକସଭା ସାଂସଦ ଫାରୁକ ଅବଦୁଲ୍ଲା । ଗତ 2ଟି ଅଧିବେଶନରେ ତାଙ୍କୁ ବନ୍ଦୀ ରଖାଯାଇଥିଲା । ଅଧିକ ପଢନ୍ତୁ...

ଧାରା 370 ଉଚ୍ଛେଦ ପରେ ପ୍ରଥମ ଥର ସଂସଦରେ ଯୋଗ ଦେବେ ଫାରୁକ୍‌
ଧାରା 370 ଉଚ୍ଛେଦ ପରେ ପ୍ରଥମ ଥର ସଂସଦରେ ଯୋଗ ଦେବେ ଫାରୁକ୍‌

ନୂଆଦିଲ୍ଲୀ:ମୌସୁମୀ ଅଧିବେଶନରେ ଯୋଗ ଦେବେ ଲୋକସଭା ସାଂସଦ ତଥା ପୂର୍ବତନ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା । ଅଧିବେଶନରେ ଯୋଗ ଦେବା ପାଇଁ ରବିବାର ରାଜଧାନୀ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି । ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଏହା ଫାରୁକଙ୍କ ପ୍ରଥମ ଦିଲ୍ଲୀ ଗସ୍ତ ଓ ପ୍ରଥମ ଅଧିବେଶନ ହେବ ।

ଗତ ଦୁଇଟି ଅଧିବେଶନରେ ଫାରକ୍‌ଙ୍କୁ ବନ୍ଦୀ କରି ରଖାଯାଇଥିବାରୁ ଏଥର ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଚର୍ଚ୍ଚାର ପରିସର ରହିପାରନ୍ତି । ଗତ ବର୍ଷ ଅଗଷ୍ଟ 5 ତାରିଖରେ ଜମ୍ମୁ-କାଶ୍ମୀରକୁ ପୁନଃ ଗଢି ତୋଳିବା ପାଇଁ ସଂସଦରେ ଏକ ବିଲ ଉପସ୍ଥାପିତ ହୋଇଥିଲା । ଏହା ପରେ 82 ବର୍ଷ ଫାରୁକଙ୍କୁ ନଜର ବନ୍ଦୀ କରାଯାଇଥିଲା । ଏହି ଅଧିବେଶନରେ କାଶ୍ମୀର ଉପତ୍ୟକାରେ ଏହି ବର୍ଷିଆନ ନେତା ଜମ୍ମୁ-କାଶ୍ମୀରର ସମସ୍ୟା ଉପରେ ପ୍ରଶ୍ନ ଉଠାଇବା ବୋଲି ଦଳର ନେତାମାନେ କହିଛନ୍ତି ।

ସୂଚନାଯୋଗ୍ୟ, ଆଜି ଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହେଇ ଅକ୍ଟୋବର 1 ପର୍ଯ୍ୟନ୍ତ ଚାଲିବ। କୋରୋନା ମହାମାରୀ ଆରମ୍ଭ ହେବା ପରେ ଶେଷ ଅଧିବେଶନ ମାର୍ଚ୍ଚ 25 ରେ ସ୍ୱଳ୍ପ ସମାପ୍ତ ହେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.