ETV Bharat / bharat

70 ଟେକନିସିଆନ କୋରୋନା ପଜିଟିଭ, ଫରିଦାବାଦ ଲ୍ୟାବ ବନ୍ଦ

author img

By

Published : Jun 13, 2020, 1:36 AM IST

ଏହି କିଲର ଭାଇରସରେ ଲାଗିପାରୁନି ରୋକ । ଏହି ଭାଇରସ ପାଖାପାଖି 188ଟି ଦେଶକୁ ଗ୍ରାସ କରିଛି । ଭାରତରେ କୋରୋନା ପଜିଟିଭଙ୍କ ସଂଖ୍ୟା 3 ଲକ୍ଷ ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 8498 ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

70 ଚେକନିସିଆନ କୋରୋନା ପଜିଟିଭ
70 ଚେକନିସିଆନ କୋରୋନା ପଜିଟିଭ

ଚଣ୍ତିଗଡ : ଦେଶରେ କାୟା ବିସ୍ତାର କରିଛି କୋରୋନା । ପ୍ରତିଦିନ ନେଉଛି ଶହ ଶହ ମୁଣ୍ତ । ସଂକ୍ରମଣକୁ ରୋକିବାକୁ ସରକାର ବିଭିନ୍ମ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ହେଲେ, ଏହି କିଲର ଭାଇରସରେ ଲାଗିପାରୁନି ରୋକ । ଏହି ଭାଇରସ ପାଖାପାଖି 188ଟି ଦେଶକୁ ଗ୍ରାସ କରିଛି । ଭାରତରେ କୋରୋନା ପଜିଟିଭଙ୍କ ସଂଖ୍ୟା 3 ଲକ୍ଷ ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 8498 ରହିଛି ।

ତେବେ ହରିୟାଣର ଫରିଦାବାଦ ଜିଲ୍ଲାରେ ଥିବା ଏକ ଇଏସଆଇ ହସପିଟାଲର ପାଥୋଲୋଜିରେ 70 ଜଣ ଲ୍ୟାବ ଟେକନିସିଆନ କୋରୋନା ପଜେଟିଊ ଚିହ୍ନଟ ହୋଇଛନ୍ତି । ପରେ ହସ୍ପିଟାଲକୁ ବନ୍ଦ କରି ଦିଆଯାଇଛି । ତେବେ ଏହି ହସପିଟାଲରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଥିଲା । ହସପିଟାଲର ଡେପୁଟି ସିଭିଲ ସର୍ଜନ କହିଛନ୍ତି ଯେ, 70 ଲ୍ୟାବ ଟେକନିସିଆନ କୋରୋନୋ ଆକ୍ରାନ୍ତ ଚିହ୍ନଟ ହେବା ପରେ ଲ୍ୟାବକୁ 3 ଦିନ ପୂର୍ବରୁ ବନ୍ଦ କରାଯାଇଛି । ଲ୍ୟାବକୁ ବନ୍ଦ କରାଯାଇଥିୂବାରୁ ବିଭିନ୍ନ ପରୀକ୍ଷା ପାଇଁ ରୋଗୀଙ୍କୁ ସହରେର ଥିବା ଅନ୍ୟ ଏକ ସ୍ଥାନକୁ ପରୀକ୍ଷା ପାଇଁ ପଠାଯାଉଛି । ଫରିଦାବାଦରେ କୋରୋନା ପଜେଟିଭଙ୍କ ସଂଖ୍ୟା 1050 ରହିଥିବା ବେଳେ 21 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟ କହୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.