ETV Bharat / bharat

ତିସ୍ ହଜାରୀ କୋର୍ଟ ବିବାଦ: ନ୍ୟାୟ ପାଇଁ ରାସ୍ତାରେ ଦିଲ୍ଲୀ ପୋଲିସ, ଚାରିଆଡୁ ସମର୍ଥନ

author img

By

Published : Nov 5, 2019, 7:19 PM IST

ତିସ୍ ହଜାରୀ କୋର୍ଟ ବିବାଦରେ ପୋଲିସ -ଓକିଲଙ୍କ ମଧ୍ୟରେ କନ୍ଦଳ ତୀବ୍ରତର ହେବାରେ ଲାଗୁଛି। ନ୍ୟାୟ ପାଇଁ ରାଜରାସ୍ତାରେ ଦିଲ୍ଲୀ ପୋଲିସ । ମଙ୍ଗଳବାର ଦିଲ୍ଲୀ ପୋଲିସ ମୁଖ୍ୟାଳୟ ବାହାରେ ପୋଲିସକର୍ମୀ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହାସହ ପୋଲିସ କର୍ମୀଙ୍କ ସହ ସେମାନଙ୍କ ପରିଜନ ମଧ୍ୟ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଗତ ଶନିବାର ତିସ୍ ହଜାରୀ କୋର୍ଟ ବିବାଦରେ ପୋଲିସ -ଓକିଲଙ୍କ ମଧ୍ୟରେ କନ୍ଦଳ ତୀବ୍ରତର ହେବାରେ ଲାଗୁଛି । ନ୍ୟାୟ ପାଇଁ ରାଜରାସ୍ତାରେ ଦିଲ୍ଲୀ ପୋଲିସ । ମଙ୍ଗଳବାର ଦିଲ୍ଲୀ ପୋଲିସ ମୁଖ୍ୟାଳୟ ବାହାରେ ପୋଲିସକର୍ମୀ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହାସହିତ ସେମାନଙ୍କର ପରିଜନ ମାନେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି।

Family members of Delhi Police personnel protesting against the clash
ଫଟୋ ସୌଜନ୍ୟ: ଏଏନଆଇ

ଅନ୍ୟପଟେ ଦିଲ୍ଲୀ ପୋଲିସକୁ ବିଭିନ୍ନ ପୋଲିସ ସଙ୍ଗଠନର ସମର୍ଥନ ଜାରି ରହିଛି । ଆଇଏଏସ ଆସୋସିଏସନ ଦିଲ୍ଲୀ ପୋଲିସକୁ ସମର୍ଥନ ଜଣାଇଛି । ଅନ୍ୟ ପଟେ ବିହାର ପୋଲିସ ମହାସଂଘ ଓ ତାମିଲନାଡୁ ଆଇପିଏମ ଆସୋସିଏସନ ଦିିଲ୍ଲୀ ପୋଲିସକୁ ସମର୍ଥନ ଜଣାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ ଦିଲ୍ଲୀ ତିସ୍ ହଜାରୀ କୋର୍ଟ ବାହାରେ ଗତ ଶନିବାର ଦିନ ପୋଲିସ-ଓକିଲଙ୍କ ମୁହାଁମୁହିଁ ହୋଇଥିଲେ । ଗତ ତିନିଦିନ ଧରି ସାରା ଦେଶର ଓକିଲ ସଂଘ ଏହି ଘଟଣାକୁ ନିନ୍ଦା କରୁଛି। ଏବେ ଓକିଲଙ୍କ ପୋଲିସ ପ୍ରତି ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ପୋଲିସ ସୁରକ୍ଷା ମାଗିଛି । ଏହାସହ ମଙ୍ଗଳବାର ଆଜି ଦିଲ୍ଲୀ ପୋଲିସ ମୁଖ୍ୟାଳୟ ବାହାରେ ପୋଲିସକର୍ମୀ ବିରୋଧ ପ୍ରଦର୍ଶନ କରିଛନ୍ତି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.