ETV Bharat / bharat

ବିହାରରେ ମହାମେଣ୍ଟକୁ ଆଶା ଦେଖାଇଲା ଏକଜିଟ ପୋଲ - Times Now-C Voter exit poll

ଶେଷ ହୋଇଛି ବିହାର ବିଧାନସଭା ନିର୍ବାଚନ । କେଉଁ ଦଳ କେତେ ସିଟ ପାଇବ ସେ ନେଇ ଆରମ୍ଭ ହୋଇଯାଇଛି ବତର୍କ । ବର୍ତ୍ତମାନ କିଏ ସରକାର ଗଠନ କରିବ ସେ ନେଇ ଆରମ୍ଭ ହୋଇଯାଇଛି ଗଣିତ । ଏହି ନିର୍ବାଚନ ଦେଶର ରାଜନୈତିକ ସମୀକରଣକୁ ପ୍ରଭାବିତ କରୁଥିବାରୁ ବିଭିନ୍ନ ଏକଜିଟ ପୋଲ ସଂସ୍ଥା କାହାର ସରକାର ଗଠନ ହେବ ସେ ନେଇ ପୂର୍ବାନୁମାନ କରିଛନ୍ତି । ଅଧିକ ପଢନ୍ତୁ...

Bihar Exit polls
ବିହାରରେ ମହାଗଠବନ୍ଧନକୁ ଆଶା ଦେଖାଇଲା ଏକଜିଟ ପୋଲ
author img

By

Published : Nov 7, 2020, 7:53 PM IST

Updated : Nov 7, 2020, 8:51 PM IST

ହାଇଦ୍ରାବାଦ: ଶେଷ ହୋଇଛି ବିହାର ବିଧାନସଭା ନିର୍ବାଚନ । ବର୍ତ୍ତମାନ କିଏ ସରକାର ଗଠନ କରିବ ସେ ନେଇ ଆରମ୍ଭ ହୋଇଯାଇଛି ଗଣିତ । ଏହି ନିର୍ବାଚନକୁ ଦେଶର ରାଜନୈତିକ ସମୀକରଣକୁ ପ୍ରଭାବିତ କରୁଥିବାରୁ ବିଭିନ୍ନ ଏକଜିଟ ପୋଲ ସଂସ୍ଥା କାହାର ସରକାର ଗଠନ ହେବ ସେ ନେଇ ପୂର୍ବାନୁମାନ କରିଛନ୍ତି । ତେଜସ୍ବୀ ଯାଦବଙ୍କ ମହାମେଣ୍ଟକୁ ସରକାର ଗଠନ ପାଇଁ ସୁଯୋଗ ରହିଥିବା କିଛି ଏକଜିଟ ପୋଲ କହିଛନ୍ତି । ସେହିଭଳି ଏନଡିଏ ମେଣ୍ଟ ମଧ୍ୟ ସରକାର ପାଇଁ ଦାବିଦାର ରହିଛି । ସେପଟେ ଚିରାଗ ପାଶୱାନଙ୍କ ଏଲଜେପିକୁ ସେ ଭଳି କୌଣସି ଆଶା ମିଳୁନାହିଁ । ଏ ନେଇ ଟାଇମ୍ସ ନାଓ ସି ଭୋଟର ଓ ରିପବ୍ଲିକ ଜନ କି ବାତ ଏକଜିଟ ପୋଲ ଘୋଷଣା କରିଛନ୍ତି ।

ଟାଇମ୍ସ ନାଓ ସି ଭୋଟର

ଏକଜିଟ ପୋଲ କରିଥିବା ଟାଇମ୍ସ ନାଓ ସି ଭୋଟର ଅନୁଯାୟୀ ନୀତିଶ କୁମାରଙ୍କ ଏନଡିଓ ମେଣ୍ଟକୁ 116 ସିଟ ମିଳୁଥିବାବେଳେ ତେଜସ୍ବୀ ଯାଦବଙ୍କ ମହାମେଣ୍ଟକୁ 120 ସିଟ ମିଳୁଥିବା ଏକଜିଟ ପୋଲରେ କୁହାଯାଇଛି । ଏହି ସମୟରେ ଚିରାଗ ପାଶୱାନଙ୍କ ନେତୃତ୍ୱାଧୀନ ଏଲଜେପି କିଛି ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି ଅନ୍ୟ ଦଳମାନଙ୍କୁ 6 ଟି ସିଟ ଦିଆଯାଇଛି।

Bihar Exit polls
ବିହାରରେ ମହାଗଠବନ୍ଧନକୁ ଆଶା ଦେଖାଇଲା ଏକଜିଟ ପୋଲ

ରିପବ୍ଲିକ ଜନ କି ବାତ

ସେହିପରି ରିପବ୍ଲିକ୍ ଜନ କି ବାତ ଏକଜିଟ୍ ପୋଲ୍ ମଧ୍ୟ ପୂର୍ବାନୁମାନ କରିଛି ଏନଡିଏ ଅପେକ୍ଷା ମହାମେଣ୍ଟ ଅଧିକ ସିଟ୍ ଜିତିବ। ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ 118-138 ସିଟ୍ ଜିତିବ ବୋଲି ଆକଳନ କରାଯାଇଥିବାବେଳେ ଏନଡିଏ 91-117 ସିଟ ପାଇବ ବୋଲି ଆକଳନ କରାଯାଇଛି । ଏହି ସମୟରେ ଏକଜିଟ୍ ପୋଲ୍ ଚିରାଗ ପାଶୱାନଙ୍କ ଏଲଜେପିକୁ କୁ ମାତ୍ର 5-8 ସିଟ୍ ଦେଇଥିଲା ବେଳେ ଅନ୍ୟ ଦଳମାନେ 3-6 ସିଟ୍ ଜିତିବେ ବୋଲି ଆକଳନ କରାଯାଇଛି ।

ଏବିପି ସି ଭୋଟର

ବିହାର ନିର୍ବାଚନ ପରିପ୍ରେକ୍ଷୀର ଏବିପି ସି ଭୋଟର ପକ୍ଷରୁ ଏକଜିଟ ପୋଲ କରାଯାଇଛି । ଯେଉଁଥିରେ ଏନଡିଏ ମେଣ୍ଟକୁ 104 ରୁ 128 ସିଟ ମିଳୁଥିବା ପୂର୍ବାନୁମାନ କରିଥିବାବେଳେ ମହାମେଣ୍ଟକୁ 108 ରୁ 131 ସିଟ ମିଳୁଛି । ସେହିଭଳି ଏଲଜେପି କୁ ମାତ୍ର 1 ରୁ 3 ଭିତରେ ସୀମିତ ରହିଛି ଓ ଅନ୍ୟାନ୍ୟ ଦଳ 4 ରୁ 8 ସିଟ ପାଇବାର ଆଶଙ୍କା କରିଛି ।

Bihar Exit polls
ବିହାରରେ ମହାମେଣ୍ଟକୁ ଆଶା ଦେଖାଇଲା ଏକଜିଟ ପୋଲ

ଟିଭି 9

ବିହାର ନିର୍ବାଚନରେ ଟିଭି 9 ପକ୍ଷରୁ ମଧ୍ୟ ବିଭିନ୍ନ ସର୍ଭେ କରାଯାଇଛି । କେଉଁ ଦଳ କେତେ ସିଟ ପାଇବ ସେ ନେଇ ଟିଭି 9 ମଧ୍ୟ ପୂର୍ବାନୁମାନ କରିଛି । ଯେଉଁଥିରେ ଏନଡିଏ ମେଣ୍ଟକୁ 110 ରୁ 120 ସିଟ ମିଳୁଥିବାବେଳେ ମହାମେଣ୍ଟକୁ 115 ରୁ 125 ସିଟ ମିଳୁଛି । ସେହିଭଳି ଏଲଜେପି କୁ ମାତ୍ର 3 ରୁ 5 ଭିତରେ ସୀମିତ ରହିଛି ଓ ଅନ୍ୟାନ୍ୟ ଦଳ 10 ରୁ 15 ସିଟ ଦେଖାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Nov 7, 2020, 8:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.