ETV Bharat / bharat

କାଶ୍ମୀରରେ ଏନକାଉଣ୍ଟର, 2 ଆତଙ୍କୀ ସଫା - terrorist

ଜମ୍ମୁ-କାଶ୍ମୀର କୁଲଗାମରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 2 ଆତଙ୍କୀ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 22, 2019, 8:32 AM IST

Updated : May 22, 2019, 10:26 AM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର । ମୁହାଁମୁହିଁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ । ଏଥିରେ 2 ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

କୁଲଗାମ ଗୋପାଲପୋରା ଅଞ୍ଚଳରେ ଏବେବି ଏନକାଉଣ୍ଟର ଚାଲିଛି । ବୁଧବାର ଭୋରରୁ ଆରମ୍ଭ ହୋଇଥିଲା ଏହି ଏନକାଉଣ୍ଟର । ଆତଙ୍କବାଦୀଙ୍କୁ ଚାରିଆଡୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ । ତେବେ ଗୁଳିବିନିମୟ ସ୍ଥଳରେ ଅଧିକ ଆତଙ୍କୀ ଲୁଚି ରହିଥିବା ଆଶଙ୍କା କରାଯାଉଛି ।

Intro:Body:

sgdsd

Conclusion:
Last Updated : May 22, 2019, 10:26 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.