ETV Bharat / bharat

ପୁଣି ଅଗ୍ନି ପରୀକ୍ଷାରେ ପାସ୍ ହେଲା EVM

ନିର୍ବାଚନ ପରେ ଇଭିଏମ ଓ ଭିଭିପାଟ ସ୍ଲିପର ମେଳ ଶତ ପ୍ରତିଶତ ସଠିକ ଥିବା ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

author img

By

Published : May 25, 2019, 3:13 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିପକ୍ଷ ଦଳଙ୍କ ପକ୍ଷରୁ ଇଭିଏମର ବିଶ୍ବସନୀୟତା ଉପରେ ଲଗାଯଉଥିବା ଆଭିଯୋଗ ଭୁଲ ପ୍ରମାଣିତ ହୋଇଛି ।

ନିର୍ବାଚନ ପରେ ଇଭିଏମ ଓ ଭିଭିପାଟର ମେଳ ଶତ ପ୍ରତିଶତ ସଠିକ ଥିବା ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

20 ହଜାର 6 ଶହ 25ଟି ଭିଭିପାଟର ସ୍ଲିପ୍ କୌଣସି ଗୋଟିଏ ଇଭିଏମ ସହ ମେଳ ନ ଖାଇଥିବା ନେଇ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ଅଭିଯୋଗ ଆସିନାହିଁ । ପ୍ରକାଶ ଯେ, ଚଳିତ ବର୍ଷ 17 ଲକ୍ଷ ଭିଭିପାଟରୁ 20 ହଜାର 625 ଭିଭିପାଟ ସ୍ଲିପ୍ ଇଭିଏମ ସହିତ ମେଳ କରାଯାଇଥିଲା । ତେବେ 2014 ନିର୍ବାଚନରେ ମାତ୍ର 4125 ଭିଭିପାଟ ସ୍ଲିପ୍ ଇଭିଏମ ସହିତ ମିଳା ଯାଇଥିଲା ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.