ETV Bharat / bharat

ଅବନ୍ତିପୋରାରେ ଏନକାଉଣ୍ଟର ଜାରି, 2 ଆତଙ୍କୀ ନିହତ

ସୀମାରେ ଥମୁନି ଅଶାନ୍ତି। ବାରମ୍ବାର ଫୁଟୁଛି ଗୁଳି। ଚେତାବନୀ ପରେ ମଧ୍ୟ ସୁଧୁରୁନି ପାକିସ୍ତାନ। ରବିବାର ଅବନ୍ତିପୋରାର ସାମ୍ବୋରା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିବା କାଶ୍ମୀର ଜୋନ୍ ପୋଲିସ କହିଛି। ତେବେ ଏହି ଗୁଳିବିନିମୟରେ 2 ଜଣ ଅଜ୍ଞାତ ଆତଙ୍କୀ ନିହତ ହୋଇଛନ୍ତି।

ଅବନ୍ତିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଏନକାଉଣ୍ଟର ଜାରି

author img

By

Published : Sep 27, 2020, 5:24 PM IST

Updated : Sep 27, 2020, 8:13 PM IST

ପୁଲୱାମା: ସୀମାରେ ଥମୁନି ଅଶାନ୍ତି। ବାରମ୍ବାର ଫୁଟୁଛି ଗୁଳି। ଚେତାବନୀ ପରେ ମଧ୍ୟ ସୁଧୁରୁନି ପାକିସ୍ତାନ। ରବିବାର ଅବନ୍ତିପୋରାର ସାମ୍ବୋରା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିବା କାଶ୍ମୀର ଜୋନ୍ ପୋଲିସ କହିଛି। ବର୍ତ୍ତମାନ ମିଳିଥିବା ତାଜା ସୂଚନା ଅନୁସାରେ 2 ଜଣ ଅଜ୍ଞାତ ଆତଙ୍କୀ ନିହତ ହୋଇଛି।

ଏହି ଏନକାଉଣ୍ଟରରେ ପୋଲିସ ଏବଂ ସୁରକ୍ଷା ବାହିନୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅଧିକ ସୂଚନା ଅପେକ୍ଷା କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି।

ଅବନ୍ତିପୋରାରେ ଏନକାଉଣ୍ଟର ଜାରି, ଜଣେ ଆତଙ୍କୀ ନିହତ

ସେପ୍ଟେମ୍ବର 24 ରେ, ଅବନ୍ତିପୋରାର ମାଚାମା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ଉପରେ ଆୱନ୍ତୀପୋରା ପୋଲିସ, 42 ରାଷ୍ଟ୍ରିୟ ରାଇଫଲ୍ସ ଏବଂ 180 ବାଟାଲିୟନ ସିଆରପିଏଫ ଦ୍ବାରା ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଥିଲା। ଏବଂ ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି।

Last Updated : Sep 27, 2020, 8:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.