ETV Bharat / bharat

ତାମିଲନାଡୁ ଶକ୍ତି ମନ୍ତ୍ରୀ କୋରୋନା ସଂକ୍ରମିତ - ଏଆଇଡିଏମକେର ବରିଷ୍ଠ ନେତା ପି ଥାଙ୍ଗାମାନି

ତାମିଲନାଡୁ ଶକ୍ତି ମନ୍ତ୍ରୀ ତଥା ଏଆଇଡିଏମକେର ବରିଷ୍ଠ ନେତା ପି ଥାଙ୍ଗାମାନି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

କୋରୋନା ଭାଇରସ
କୋରୋନା ଭାଇରସ
author img

By

Published : Jul 8, 2020, 5:01 PM IST

ଚେନ୍ନାଇ: ତାମିଲନାଡୁ ଶକ୍ତି ମନ୍ତ୍ରୀ ତଥା ଏଆଇଡିଏମକେର ବରିଷ୍ଠ ନେତା ପି ଥାଙ୍ଗାମାନି କୋରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଡିଏମକେ ସଭାପତି ଥାଙ୍ଗାମାନିଙ୍କ ସହ ଫୋନରେ କଥା ହୋଇ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଥିବା ଜଣାପଡିଛି ।

ତେବେ ଥଙ୍ଗାମାନି କୋରୋନାରେ ସଂକ୍ରମିତ ହୋଇଥିବା ଦ୍ବିତୀୟ ମନ୍ତ୍ରୀ ଏବଂ ଏଆଇଡିଏମକେର ଷଷ୍ଠ ନେତା । ଏହା ପୂର୍ବରୁ ଉଚ୍ଚ ଶିକ୍ଷାମନ୍ତ୍ରୀ କେପି ଅନବାଲାଗାନ କୋରୋନାରେ ସଂକ୍ରମିତ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ତାମିଲନାଡୁରେ ଏବେସୁଦ୍ଧା 1,18,594ଟି କୋରୋନା ସଂକ୍ରମଣ ମାମଲା ରହିଛି । ତେବେ ରାଜ୍ୟରେ 16,36 ଜଣଙ୍କର କୋରୋନାରେ ମୃତ୍ୟୁ ଘଟିଥିବା ବେଳେ 4,545 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ 45,839 ଟି ସକ୍ରିୟ ମାମଲା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.