ETV Bharat / bharat

ମୋଦିଙ୍କୁ କ୍ଲିନ ଚିଟ୍ ମାମଲା: ନିର୍ବାଚନ କମିଶନ ବୈଠକକୁ ପ୍ରତ୍ୟାଖାନ କଲେ ଲାଭାସା

ଆଚରଣ ବିଦ୍ଧି ଉଲ୍ଲଙ୍ଘନ ମାମଲାରେ ମୋଦିଙ୍କୁ ନିର୍ବାଚନ କମିଶନଙ୍କ କ୍ଲିନଚିଟ । ଏପଟେ ଏହାକୁ ନେଇ ନିର୍ବାଚନ କମିଶନରେ ମତଭେଦ ସୃଷ୍ଟି ହୋଇଛି । ଯାହାକୁ ନେଇ ବୈଠକ ପ୍ରତ୍ୟାଖାନ କଲେ ନିର୍ବାଚନ ଆୟୁକ୍ତ ଅଶୋକ ଲାଭାସା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 18, 2019, 4:25 PM IST

ନୂଆଦିଲ୍ଲୀ: ନିର୍ବାଚନ କମିଶନରେ ମତାନ୍ତର । ନିର୍ବାଚନ ଆୟୋଗଙ୍କ ବୈଠକରେ ସାମିଲ ହେଲେ ନାହିଁ ନିର୍ବାଚନ ଆୟୁକ୍ତ ଅଶୋକ ଲାଭାସା । ତାଙ୍କ ମତ ରେକର୍ଡ କରାଯାଇନଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସେ । ଏପରିକି ଏହି ବୈଠକରେ ସାମିଲ ହେବାରେ କୌଣସି ମୂଲ୍ୟନାହିଁ ବୋଲି ଲାଭାସା କହିଛନ୍ତି ।

ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଆରୋରାଙ୍କ ସହ ଅଶୋକ ଲାଭାସାଙ୍କୁ ନେଇ ଗଠିତ ହୋଇଥିଲା ଏହି ବୈଠକ । ତେବେ ଏହି ମାମଲାରେ ତାଙ୍କର କୌଣସି ପକ୍ଷ ଶୁଣାଯାଇନଥିବା ବେଳେ ମୋଦିଙ୍କୁ 6ଟିରୁ 6 ଟି ଆଚରଣ ବିଦ୍ଧି ଉଲ୍ଲଙ୍ଘନ ମାମଲାରେ କ୍ଲିନଚିଟ ଦିଆଯାଇଛି । ପୂର୍ବରୁ ଏନେଇ ଲାଭାସା ମୁଖ୍ୟ ଆୟୁକ୍ତଙ୍କୁ ମଧ୍ୟ ଚିଠି ଲେଖି ଅବଗତ କରାଇଥିଲେ । ସୂଚନାଯୋଗ୍ୟ, ଏପ୍ରିଲ 21ରେ ଗୁଜୁରାଟରେ ମୋଦିଙ୍କ ଭାଷଣକୁ ମଧ୍ୟ କ୍ଲିନଚିଟ ଦିଆଯାଇଛି । ଯେଉଁଥିରେ ଲାଭାସା ଆପତ୍ତି ଜଣାଇଥିଲେ ।

Intro:Body:

sdgsd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.