ETV Bharat / bharat

6ଟା ସୁଦ୍ଧା ହରିୟାଣାରେ 65% ଓ ମହାରାଷ୍ଟ୍ରରେ 60.5% ମତଦାନ - ହରିୟାଣା ମତଦାନ ପ୍ରତିଶତ

ନିର୍ବାଚନ କମିଶନଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ସଧ୍ୟା 6ଟା ସୁଦ୍ଧା ମହାରାଷ୍ଟ୍ରରେ  60.5% ପ୍ରତିଶତ ଓ ହରିୟାଣାରେ  65%ପ୍ରତିଶତ ମତଦାନ ହୋଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Oct 21, 2019, 7:44 PM IST

ନୂଆଦିଲ୍ଲୀ: ସୋମବାର ମହାରାଷ୍ଟ୍ର ଓ ହରିୟାଣାରେ ଚାଲିଥିବା ଭୋଟଗ୍ରହଣ ଆଉ କିଛି ସମୟ ଚାଲୁ ରହିବ । ଅନୁମାନ କରାଯାଉଛି ଯେ ସଧ୍ୟା 8 ପୂର୍ବରୁ ଏହି ପ୍ରକ୍ରିୟା ସମାପ୍ତ ହେବ । ନିର୍ବାଚନ କମିଶନଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ସଧ୍ୟା 6ଟା ସୁଦ୍ଧା ମହାରାଷ୍ଟ୍ରରେ 60.5% ପ୍ରତିଶତ ଓ ହରିୟାଣାରେ 65%ପ୍ରତିଶତ ମତଦାନ ହୋଇଛି । ମତଦାନ ଚାଲୁ ରହିଛି, ଫଳରେ ମତଦାନ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ସୋମବାର ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଥିଲା । ମହାରାଷ୍ଟ୍ରରେ ୨୨୨ଟି ଆସନ ଓ ହରିୟାଣାରେ ୯୦ଟି ଆସନ ପାଇଁ ନିର୍ବାଚନ ହେଉଛି । ସେହିପରି ୧୮ଟି ରାଜ୍ୟରେ ୫୧ଟି ବିଧାନସଭା ଓ ୨ଟି ଲୋକସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.