ETV Bharat / bharat

ସରକାରଙ୍କ ବିନା ସହାୟତାରେ ପାହାଡ କାଟି ନିର୍ମାଣ କଲେ ରାସ୍ତା - ଟି ନିର୍ମାଣ କଲେ ରାସ୍ତା

ଦେଶ ସ୍ବାଧିନତାର ସାତ ଦଶନ୍ଧି ପରେ ମଧ୍ୟ ଅନେକ ସ୍ଥାନକୁ ଆଜି ମଧ୍ୟ ନାହିଁ ସଡକ । କିନ୍ତୁ ଏହି ଅଞ୍ଚଳର ଅଧିବାସୀ ନିଜ ହାତରେ ପାହାଡ଼ କାଟି ନିର୍ମାଣ କରିଛନ୍ତି ରାସ୍ତା । ଅଧିକ ପଢନ୍ତୁ..

ସରକାରଙ୍କ ବିନା ସହାୟତାରେ ପାହାଡ କାଟି ନିର୍ମାଣ କଲେ ରାସ୍ତା

author img

By

Published : Aug 31, 2020, 8:53 PM IST

ହାଇଦ୍ରାବାଦ: ଦେଶ ସ୍ବାଧିନତାର ସାତ ଦଶନ୍ଧି ପରେ ମଧ୍ୟ ଅନେକ ସ୍ଥାନକୁ ଆଜି ମଧ୍ୟ ନାହିଁ ସଡକ । ଏମିତି ଅନେକ ଅସୁବିଧା ଅପହଞ୍ଚ ହୋଇ ରହିଛି ଦେଶରେ । ସେମିତି ଏକ ଘଟଣା ଘଟିଛି ତେଲେଙ୍ଗାନା ରାଜ୍ୟରେ । ଆଦିବାସୀ ଅପହଞ୍ଚ ଅଞ୍ଚଳକୁ ପହଁଚି ପାରିନି ରାସ୍ତା ।

ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର’ଭାରତ ମାଧ୍ୟମରେ ଏହି ଅଞ୍ଚଳବାସୀ ଖୋଦ ନିଜେ ହିଁ ନିର୍ମାଣ କରିଛନ୍ତି ରାସ୍ତା । କୌଣସି ଆଧୁନିକ ଯନ୍ତ୍ରପାତିର ବିନା ବ୍ୟବହାରରେ ଏମାନେ ନିର୍ମାଣ କରିଛନ୍ତି ରାସ୍ତା ।

ଆଦିବାସୀଙ୍କ ଆଦିମ ହାତ ହତିଆର ମାଧ୍ୟମରେ ପଥର କାଟି ନିର୍ମାଣ କରିଛନ୍ତି ସଡ଼କ । ତେଲେଙ୍ଗାନାର ନାଲାମାଲା ଜଙ୍ଗଲ ଭିତରେ ଥିବା ଆଦିବାସୀମାନେ ଏକ ମାସ ମଧ୍ୟରେ ହିଁ ଘଞ୍ଚ ଜଙ୍ଗଲ ଏବଂ ପାହାଡ ଦେଇ ଆଠ କିଲୋମିଟର ରାସ୍ତା କାଟିଛନ୍ତି।

@TOI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.