ETV Bharat / bharat

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି: ରାଜୀବ ସକ୍ସେନାଙ୍କୁ ଦିଲ୍ଲୀ କୋର୍ଟର ନୋଟିସ - bail

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ରାଜୀବ ସକ୍ସେନାଙ୍କ ଜାମିନ ଆବେଦନ ଖାରଜ ପାଇଁ ଇଡିର ଆବେଦନ। ଦିଲ୍ଲୀର କୋର୍ଟ ରାଜୀବଙ୍କୁ ଜାରି କରିକଲେ ନୋଟିସ ।

ଫାଇଲ ଫଟୋ
author img

By

Published : Jul 16, 2019, 6:28 PM IST

ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ମାମଲାରେ ନୂଆ ମୋଡ଼ । ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜୀବ ସକ୍ସେନାଙ୍କ ଜାମିନ ଆବେଦନ ଖାରଜ କରିବା ପାଇଁ ଆବେଦନ କଲା ଇଡି । ଇଡିର ଏହି ଆବେଦନ ପରେ ଦିଲ୍ଲୀର କୋର୍ଟ ରାଜୀବଙ୍କୁ ନୋଟିସ ଜାରି କରିଛନ୍ତି ।

ସ୍ବତନ୍ତ୍ର ବିଚାରପତି ଅରବିନ୍ଦ କୁମାର ଇଡିର ଆବେଦନକୁ ଗ୍ରହଣ କରି ଜୁଲାଇ ୧୮ ସୁଦ୍ଧା ରାଜୀବଙ୍କୁ ତାଙ୍କ ପକ୍ଷ ରଖିବାକୁ କହିଛନ୍ତି । ରାଜୀବ ତଦନ୍ତରେ ସହଯୋଗ କରୁ ନଥିବାରୁ ଇଡି ତାଙ୍କ ଜାମିନକୁ ଖାରଜ କରିବାକୁ କୋର୍ଟରେ ଆବେଦନ କରିଛି । ସହଯୋଗ କରିବେ ବୋଲି ସର୍ତ୍ତ ରଖି ଜାମିନ ପାଇଥିଲେ । ହେଲେ ଏବେ ସେ ଏହି ସର୍ତ୍ତରୁ ଓହରି ଯାଇଛନ୍ତି। 3600କୋଟିର ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦୁର୍ନୀତି କରିଥିଲେ ରାଜୀବ ସକ୍ସେନା ।

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.