ETV Bharat / bharat

ଆସାମରେ 5.0 ତୀବ୍ରତାର ଭୂକମ୍ପ - Earthquake of magnitude 5.0 on the Richter scale hit Bongaigaon in Assam.

ଆସାମର ବୋଙ୍ଗଇଗାଓଁରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.0 ବୋଲି ଜଣାପଡିଛି ।

Earthquake of magnitude 5.0 on the Richter scale hit Bongaigaon in Assam.
ଆସାମରେ 5.0 ତୀବ୍ରତାର ଭୂକମ୍ପ
author img

By

Published : Feb 9, 2020, 12:54 AM IST

ଗୌହାଟୀ: ଶନିବାର ସନ୍ଧ୍ୟାରେ ଆସାମର ବୋଙ୍ଗଇଗାଓଁରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.0 ବୋଲି ଜଣାପଡିଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ରେକର୍ଡ କରାଯାଇନାହିଁ ।

ଏହି ଭୂମିକମ୍ପର ଝଟକା ଆସାମ, ମେଘାଳୟର କିଛି ଅଞ୍ଚଳ ସହ ପଶ୍ଚିମବଙ୍ଗର ଜଲପାଇଗୁଡ଼ି, କୁଚବିହାର, ଆଲିପୁରଦ୍ୱାର ଅଞ୍ଚଳରେ ଅନୁଭୂତ ହୋଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.