ETV Bharat / bharat

ଭୂମିକମ୍ପରେ ଥରିଲା ପଶ୍ଚିମବଙ୍ଗ, ରିକ୍ଚର ସ୍କେଲରେ ତୀବ୍ରତା 4.1

author img

By

Published : Aug 26, 2020, 9:19 AM IST

ବୁଧବାର ସକାଳ ପ୍ରାୟ 7:54 ସମୟରେ ପଶ୍ଚିମବଙ୍ଗର ଦୁର୍ଗାପୁର ଠାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।

_earthquake
ଭୂମିକମ୍ପରେ ଥରିଲା ପଶ୍ଚିମବଙ୍ଗ

କୋଲକାତା: ଭୂମିକମ୍ପରେ ଥରିଲା ପଶ୍ଚିମବଙ୍ଗ । ବୁଧବାର ସକାଳ ପ୍ରାୟ 7:54 ସମୟରେ ପଶ୍ଚିମବଙ୍ଗର ଦୁର୍ଗାପୁର ଠାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।

ଭୂମିକମ୍ପର ରିକ୍ଟର ସ୍କେଲ ତୀବ୍ରତା 4.1 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିବା ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଛନ୍ତି । ଏହି ଭୂମିକମ୍ପରେ କୌଣସି ଧନସମ୍ପତ୍ତିର କ୍ଷୟକ୍ଷତି ହୋଇନଥିବା ସ୍ପଷ୍ଟ ହୋଇନାହିଁ । ସେହିପରି ଗତ 11 ଅଗଷ୍ଟରେ ମଣିପୁରର ଚାନ୍ଦେଲ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲ ତୀବ୍ରତା 4.0 ରହିଥିବା ଜାତୀୟ ସେସ୍ମୋଲୋଜୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.