ETV Bharat / bharat

ଭୂକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା 3.3

author img

By

Published : Oct 9, 2020, 6:52 AM IST

ହିମାଚଳ ପ୍ରଦେଶର ଲାହଲ ଓ ସ୍ପିଟିରେ ଭୂମିକମ୍ପର ଝଟକା ଅନୁଭୂତ। ରିକ୍ଟର ସ୍କେଲରେ ତୀବ୍ରତା 3.3 । ଅଧିକ ପଢନ୍ତୁ....

Earthquake of magnitude 3.3 on the Richter scale hit Lahaul and Spiti in Himachal Pradesh
ଭୂକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା 3.3

ଶିମଲା: ହିମାଚଳ ପ୍ରଦେଶର ଲାହଲ ଓ ସ୍ପିଟିରେ ଶୁକ୍ରବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 3.3 ରହିଥିବା ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବିଳମ୍ବିତ ରାତି 02:43 ମିନିଟରେ ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଏହା ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.