ETV Bharat / bharat

ପୁଣି କାର୍ଗିଲରେ ଭୂକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା 4.2

author img

By

Published : Jul 6, 2020, 8:56 AM IST

ଆଜି ପୁଣି ଲଦାଖରେ ଭୂ-କମ୍ପ ଅନୁଭୂତ । ରିକ୍ଟର ସେଲରେ 4.2 ତୀବ୍ରତା ରେକର୍ଡ ହୋଇଛି । ଅଧିକ ପଢନ୍ତୁ...

ପୁଣି କାରଗିଲରେ 4.2 ତ୍ରୀବତାର ଭୂ-କମ୍ପ ଅନୁଭୂତ

କାରଗିଲ : ପୁଣି ଲଦାଖରେ ଭୂ-କମ୍ପ । ଚୀନ ସହ ଉତ୍ତେଜନା ପରିସ୍ଥିତିରେ ଆଜି ଆଉ ଥରିଲା ଲଦାଖର କାର୍ଗିଲ । ସକାଳ 7.28 ମିନିଟରେ ଭୂ-କମ୍ପ ଅନୁଭୂତ ହୋଇଥିଲା । ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

ନ୍ୟାସନାଲ ସେଣ୍ଟର ଅଫର ସିସ୍ମୋଲୋଜି ମୁତାବକ, ଲଦାଖର କାରଗିଲ ଠାରେ ଭୂ-କମ୍ପ ହୋଇଛି । ଏହାର ତୀବ୍ରତା ରିକ୍ଟର ସେଲରେ 4.2 ରହିଥିଲା । ଭୂ-କମ୍ପର କେନ୍ଦ୍ର ସ୍ଥଳ କାରଗିଲ ଠାରୁ 411 କିମି ଦୂର ନର୍ଥଇଷ୍ଟ ହୋଇଥିଲା । ଏହାର ଗଭୀରତା ଭୂପୃଷ୍ଠରୁ 150 କିମି ରେକର୍ଡ ହୋଇଛି ।

ସୂଚନାଯୋଗ୍ୟ, ରବିବାର ଭୋର 3.37 ମିନିଟରେ କାରଗିଲରେ ଭୂ-କମ୍ପ ଅନୁଭୂତ ହୋଇଥିଲା ।ଏହାର ତ୍ରୀବତା 4.7 ରହିଥିଲା । ଏହାର କେନ୍ଦ୍ରସ୍ଥଳୀ କାରଗିଲ ଠାରୁ 433 କିମି ଦୂର ନର୍ଥଇଷ୍ଟ ରହିଥିଲା ।

ସୂଚନାଯୋଗ୍ୟ, ଜୁଲାଇ 2 ମଧ୍ୟ ଲଦାଖରେ ଭୂ-କମ୍ପ ହୋଇଥିଲା । ସେହି ସମୟରେ ଭୂ-କମ୍ପର ତୀବ୍ରତା ରିକ୍ଟର ସେଲ 4.5 ରହିଛି । ଭୂ-କମ୍ପର କେନ୍ଦ୍ର ସ୍ଥଳ ଥିଲା କାରଗିଲ ଠାରୁ 119 କିମି ଦୂର ଉତ୍ତରପଶ୍ଚିମ ଠାରେ । ସେହିଦିନ ଜମ୍ମୁ-କାଶ୍ମୀରରେ ମଧ୍ୟ ଭୂ-କମ୍ପ ହୋଇଥିଲା । ଏହା ତୀବ୍ରତା 3.5 ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.