ETV Bharat / bharat

ଅରୁଣାଚଳ ପ୍ରଦେଶରେ ପୁଣି ଭୂକମ୍ପ ଝଟକା - 5.5 magnitude earthquake

ଅରୁଣାଚଳ ପ୍ରଦେଶରେ 5.5 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଶନିବାର ସକାଳ ପ୍ରାୟ 4ଟା 24 ମିନିଟ ସମୟରେ ଏହି ଭୂକମ୍ପ ହୋଇଛି ।

ଫାଇଲ ଫଟୋ
author img

By

Published : Jul 20, 2019, 9:41 AM IST

ଇଟାନଗର: ପୁଣି ଭୂକମ୍ପ ଝଟକାରେ ଥରିଲା ଅରୁଣାଚଳ ପ୍ରଦେଶ । ଶନିବାର ସକାଳ ପ୍ରାୟ 4 ଟା 24 ମିନିଟ ସମୟରେ ଅରୁଣାଚଳ ପ୍ରଦେଶର ପୂର୍ବ କାମେଂଗରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.5 ଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି ।

ଏହା ପୂର୍ବରୁ ମଧ୍ୟ ଶୁକ୍ରବାର ଅରୁଣାଚଳ ପ୍ରଦେଶ ସମେତ ଆସାମ ଏବଂ କେତେକ ଉତ୍ତର-ପୂର୍ବ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଥିଲା । 30 ମିନିଟ ମଧ୍ୟରେ ଲଗାତାର 3 ଥର ଭୂକମ୍ପ ହୋଇଥିଲା । ପ୍ରଥମ ଭୂକମ୍ପ ଅପରାହ୍ନ ପ୍ରାୟ ୨ଟା ୫୧ରେ ଅନୁଭୂତ ହୋଇଥିବାବେଳେ ଦ୍ବିତୀୟଟି 3 ଟା 4 ମିନିଟ ଏବଂ ତୃତୀୟଟି 3 ଟା 21 ମିନିଟ ସମୟରେ ଅନୁଭୂତ ହୋଇଥିଲା ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.