ETV Bharat / bharat

ଭୂମିକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ - ଭୂମିକମ୍ପ

ସୋମବାର ଅପରାହ୍ନ 3 ଟା 8 ସମୟରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର କ୍ୟାମ୍ପବେଲ ବେ ଠାରୁ 510 କିମି ଦୂରରେ ଭୂମିକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ...

ଭୂମିକମ୍ପରେ ଥରିଲା  ଆଣ୍ଡାମାନ ନିକୋବର ଦ୍ବିପପୁଞ୍ଜ

author img

By

Published : Oct 19, 2020, 5:17 PM IST

ପୋର୍ଟ ବ୍ଲେୟାର: ଭୂମିକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ । ସୋମବାର ଅପରାହ୍ନ 3 ଟା 8 ସମୟରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର କ୍ୟାମ୍ପବେଲ ବେ ଠାରୁ 510 କିମି ଦୂରରେ ଭୂମିକମ୍ପ ଅନୁଭୂତ ହୋଇଛି ।

ଭୂମିକମ୍ପରେ ତିବ୍ରତା 5.1 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିବା ବେଳେ ଗଭୀରତା 10 କିଲୋମିଟର ଥିଲା ବୋଲି ନ୍ୟାସନାଲ ସେଣ୍ଟର ଅଫ୍ ସେସ୍ମୋଲୋଜି ସୂଚନା ଦେଇଛନ୍ତି । ଏପଟେ ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ ।

ସେହିପରି ସୋମବାର ଲଦାଖରେ ମଧ୍ୟ ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା 3.6 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.