ETV Bharat / bharat

ଗାଡି ଚାଳକଙ୍କୁ ସୂର୍ଯ୍ୟକିରଣରୁ ମୁକ୍ତି ଦେବ 'ସନ ପ୍ରୋଟେକ୍ଟ' - iit

ଗାଡି ଚଲାଇବା ସମୟରେ ଚାଳକଙ୍କ ଆଖିରେ ସୂର୍ଯ୍ୟକିରଣ ବାଜିବା ଦ୍ବାରା ଅନେକ ସମସ୍ୟା ହୋଇଥାଏ । ହେଲେ ଏହି ସମସ୍ୟାରୁ ଏବେ ଚାଳକକୁ ରକ୍ଷା କରିବ ସନ ପ୍ରୋଟେକ୍ଟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 4, 2019, 11:58 PM IST

ଗାନ୍ଧିନଗର: ଗୁଜୁରାଟର ଭାରତୀୟ ଅନୁସନ୍ଧାନ ସଂସ୍ଥା(ଆଇଆଇଟି)ର 2 ଜଣ ଛାତ୍ର ଜୟ ଶାହ ଓ ସୌରିତ୍ରା ଗରଇ ଏକ ସ୍ମାର୍ଟ 'ସନ ଭାଇଜର' ଉଦ୍ଭାବନ କରିଛନ୍ତି । ଯାହା ଅତ୍ୟଧିକ ଖରାରେ ଗାଡି ଚଲାଇବାରେ ହେଉଥିବା ଅସୁବିଧାରୁ ଚାଳକକୁ ରକ୍ଷା କରିବ । ତେବେ ଏହି ଯନ୍ତ୍ର ଚାଳକର ଆଖିରେ ବାଜିବାକୁ ଥିବା ସୂର୍ଯ୍ୟଙ୍କ କିରଣକୁ ରୋକିବାରେ ସାହାଯ୍ୟ କରିବ ।

ସୂଚନାମୁତାବକ, ଗାନ୍ଧିନଗରରେ କେମିକାଲ ଇଞ୍ଜିନିୟରିଙ୍ଗ କଲେଜର ଏହି 2 ଛାତ୍ର ଇଲେକ୍ଟୋନିକ୍ସ ଯନ୍ତ୍ରର ପେଣ୍ଟେଣ୍ଟ ପାଇଁ ଆବେଦନ କରିଛନ୍ତି । ଯାହାର ନାଁ ରହିଛି 'ସନ ପ୍ରୋଟେକ୍ଟ' । ଏହା ୟୁଏସବି ଚାର୍ଜିଙ୍ଗ ପଏଣ୍ଟରେ ହିଁ ଚାର୍ଜ କରାଯିବ । ଆଉ ସକ୍ସନ କପ ମାଧ୍ୟମରେ ଏହାକୁ କାରର ଡେଶବୋର୍ଡରେ ଲଗାଯିବ । ଏହି ଯନ୍ତ୍ରରେ ମାଇକ୍ରୋ କଣ୍ଟ୍ରୋଲର, ସେନସର ଓ ଇଲେକ୍ଟ୍ରୋନିକ ମିଟର ଲଗାଯାଇଛି । ଏହି ଯନ୍ତ୍ର ସୂର୍ଯ୍ୟ କିରଣକୁ ଫିଲଟର କରିବ ।

ଏହି ଯନ୍ତ୍ରକୁ ଉଦ୍ଭାବନ କରିଥିବା ସୌରିତ୍ରା ନାମକ ଜଣେ ଛାତ୍ରଙ୍କ କହିବାନୂଯାୟୀ, ଆମର ଏହି ଉଦ୍ଭାବନ ସୂର୍ଯ୍ୟ କରିଣ ଓ ତାର ସ୍ଥିତିର ଅତି ଶିଘ୍ର ପତ୍ତା ଲଗେଇବ । ଆଉ ଚାଳକ ଆଖିକୁ ଏହି କିରଣ ପଡିବାରେ ପ୍ରତିବନ୍ଧକ ସାଜିବ । ତେବେ କଲେଜରେ 6 ସପ୍ତାହ ଧରି ହେବାକୁ ଥିବା ବାର୍ଷିକ ଗ୍ରୀଷ୍ମକାଳୀନ କାର୍ଯ୍ୟକ୍ରମରେ 'ଇଭେଣ୍ଟ@ଆଇଆଇଟିଜିଏମ'ରେ ଏହାର ପ୍ରଦର୍ଶନ କରାଯିବ ।

Intro:Body:

BALASORE(ODISHA): QR SAM  Missile sucessfully tested at Chandipur missile testing centre from launch pad no.3 at 11am. This is a purely Indian made missile which is developed by DRDO and Bharat Electronics Limited. This can target 30 km surface to air.

NB: NO IMAGES AVAILBLE RIGHT NOW.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.