ETV Bharat / bharat

ବିଜ୍ଞାନ ଠାରୁ ରାଜନୀତି, ସବୁଠି ନିଜର ଛାପ ଛାଡିଛନ୍ତି କଲାମ: ଅମିତ ଶାହା

author img

By

Published : Jul 27, 2020, 10:56 AM IST

Updated : Jul 27, 2020, 11:28 AM IST

ଆଜି ଡ.ଏପିଜେ ଅବଦୁଲ କଲାମଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ । ସୋମବାର ଗୃହମନ୍ତ୍ରୀ ଅମିତ ଶାହା ଏନେଇ ପୂର୍ବତନ ରାଷ୍ଟ୍ରପତି ଡ.ଏପିଜେ ଅବଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

_kalam
ବିଜ୍ଞାନ ଠାରୁ ରାଜନୀତି ପର୍ଯ୍ୟନ୍ତ କଲାମ ନିଜର ଛାପ ଛାଡିଯାଇଛନ୍ତି

ନୂଆଦିଲ୍ଲୀ: ଆଜି ଡ. ଏପିଜେ ଅବଦୁଲ କଲାମଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ । ସୋମବାର ଗୃହମନ୍ତ୍ରୀ ଅମିତ ଶାହା ଏନେଇ ପୂର୍ବତନ ରାଷ୍ଟ୍ରପତି ଡ.ଏପିଜେ ଅବଦୁଲ କଲାମଙ୍କୁ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

_kalam
ବିଜ୍ଞାନ ଠାରୁ ରାଜନୀତି, ସବୁଠି ନିଜର ଛାପ ଛାଡିଛନ୍ତି କଲାମ

‘ଡ. ଏପିଜେ ଅବଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି, ବୁଦ୍ଧି, ଜ୍ଞାନ ଏବଂ ସରଳତାର ପ୍ରତୀକ, ଜଣେ ଲୋକଙ୍କର ରାଷ୍ଟ୍ରପତି, ଯିଏ ବିଜ୍ଞାନ ଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ କଲାମ ନିଜର ଛାପ ଛାଡିଯାଇଛନ୍ତି’ ବୋଲି ଗୃହମନ୍ତ୍ରୀ ଅମିତ ଶାହା ଟ୍ବିଟ କରିଛନ୍ତି ।

ଏଥିସହ ଶାହା କହିଛନ୍ତି, କଲାମଙ୍କ ଜ୍ଞାନର ସନ୍ଧାନ ଏକ ଆତ୍ମନିର୍ଭରଶୀଳ ଭାରତର ବିଚାରକୁ ପ୍ରେରିତ କରିବା ଏବଂ ଆହରଣ କରିବା ଦିଗରେ ଜାରି ରହିଛି । ସେହିପରି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ମଧ୍ୟ ଏକ ବାର୍ତ୍ତା ଦେଇ କହିଛନ୍ତି, କଲାମ ଜଣେ ଲୋକ ରାଷ୍ଟ୍ରପତି ଥିଲେ । ଯାହାର ଆଦର୍ଶ ଜୀବନ ଦେଶରେ ଲୋକଙ୍କୁ ପ୍ରେରଣା ଯୋଗାଇବ। ଏଣୁ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ଡ. ଏପିଜେ ଅବଦୁଲ କଲାମ ଜୀଙ୍କୁ ମୋର ହୃଦୟରୁ ଶ୍ରଦ୍ଧାଞ୍ଜଳି।

Last Updated : Jul 27, 2020, 11:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.