ETV Bharat / bharat

ରକ୍ତ ଦେଇ ଜଣ୍ଡିସ ପୀଡିତ କୁକୁରର ଜୀବନ ବଞ୍ଚାଇଲା ‘ରାନା’ - dog news

ଗୋଟିଏ ଜଣ୍ଡିସ ପୀଡିତ କୁକୁରକୁ ରକ୍ତ ଦାନ କରି ତା’ର ଜୀବନ ବଞ୍ଚାଇଛି ଅନ୍ୟ ଏକ କୁକୁର। ଏହି ମହାନ କାମ ପାଇଁ ଉଭୟ ମାଲିକ ଓ ପୋଷା କୁକୁର 'ରାନା' କୁ ପ୍ରଶଂସା କରାଯାଉଛି।

dog
dog
author img

By

Published : Jan 17, 2020, 12:38 PM IST

ବେଙ୍ଗାଲୁରୁ: ରକ୍ତଦାନ ମହାପୂଣ୍ୟ। ଏହାର ମହତ୍ତ୍ବ କ’ଣ ତାହା ମାନବ ସମାଜ ପାଇଁ ଅଜଣା ନୁହେଁ। ଏ କ୍ଷେତ୍ରରେ ମଣିଷର ବିଶ୍ବସ୍ତ କୁକୁର ମଧ୍ୟ ପଛରେ ପଡିନାହିଁ। ଗୋଟିଏ ଜଣ୍ଡିସ ପୀଡିତ କୁକୁରକୁ ରକ୍ତ ଦାନ କରି ତା’ର ଜୀବନ ବଞ୍ଚାଇଛି ଅନ୍ୟ ଏକ କୁକୁର।

ଜଣ୍ଡିସ ପିଡିତ କୁକୁରକୁ ରକ୍ତଦାନ କଲା 'ରାନା'

କର୍ଣ୍ଣାଟକ ସୁନ୍ଦରା ସହରର ବାସିନ୍ଦା ମନୀଷ କୁଲକର୍ଣ୍ଣୀଙ୍କ ରଟ୍‌ଓ୍ବିଲର ପ୍ରଜାତିର ରାନା ନାମକ ଏକ କୁକୁର, ଧରଓ୍ବାଡ ସ୍ଥିତ ଗଣେଷଙ୍କ ପୋଷା କୁକୁର ରୋଟିକୁ ରକ୍ତଦାନ କରିଛି। ଜଣ୍ଡିସରେ ପୀଡିତ ଥିବାରୁ ରୋଟି ପାଇଁ ରକ୍ତର ଆବଶ୍ୟକତା ପଡିଥିଲା। ରାନା କୁକୁର ରକ୍ତଦାନ କରି ଆଉ ଏକ କୁକୁରର ଜୀବନ ବଞ୍ଚାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ମନୀଷ ଓ ରାନାର ପ୍ରଶଂସା କରୁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

Dog donated blood to another which was suffering from jandice

A Rottweiler breed dog named Rana of the of Manisha Kulkarni, a resident of the Sundara city, has donated blood to another dog named Roti owned by Ganesh of Dharwad. It was suffering from  jaundice, thus requiring blood.

Knowing this, Rana dog owner Manish donated blood to Roti(name of dog) and has been praised by everyone for saving another dog's life. Manisha Kulkarni, a BE student, is also a blood donor. The dog that has been looked after her for the past 2 years has now given blood to Roti and saved the dog's life.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.